କ’ଣ କରୁଥିଲେ କଲେକ୍ଟର ?

ପାରଳାଖେମୁଣ୍ଡି(ଓଡ଼ିଶା ରିପୋର୍ଟର) ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁର ସତ ବାହାର କରିବାକୁ ଲାଗିପଡ଼ିଛି କ୍ରାଇମବ୍ରାଞ୍ଚ ଟିମ୍ । ଘଟଣା ସହ ଜଡିତ ସମସ୍ତ ବ୍ୟକ୍ତି ବିଶେଷଙ୍କୁ ଚାଲିଛି ମାରାଥନ୍ ଜେରା । ତଦନ୍ତ ଯେତିକି ଆଗଉଛି, ସେତିକି ନୂଆ ନୂଆ ଚରିତ୍ର ସାମ୍ନାକୁ ଆସିବାରେ ଲାଗିଛନ୍ତି । ଘଟଣା ଦିନ ରାତି ୮ଟା ବେଳେ ଖୋଦ୍ ଜିଲ୍ଲାପାଳ, ଡିଏଫ୍ଓଙ୍କ ଘରକୁ ଯାଇଥିଲେ ଏବଂ ଗୁରୁତର ଏସିଏଫଙ୍କୁ ମେଡିକାଲ୍ ନେବା ବେଳେ ବି ସେ ଉପସ୍ଥିତି ଥିଲେ […]

Bidya Bharati Panda

Bidya Bharati Panda

Tapas Behera
  • Published: Tuesday, 17 August 2021
  • Updated: 17 August 2021, 07:18 PM IST

Sports

Latest News

ପାରଳାଖେମୁଣ୍ଡି(ଓଡ଼ିଶା ରିପୋର୍ଟର) ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁର ସତ ବାହାର କରିବାକୁ ଲାଗିପଡ଼ିଛି କ୍ରାଇମବ୍ରାଞ୍ଚ ଟିମ୍ । ଘଟଣା ସହ ଜଡିତ ସମସ୍ତ ବ୍ୟକ୍ତି ବିଶେଷଙ୍କୁ ଚାଲିଛି ମାରାଥନ୍ ଜେରା । ତଦନ୍ତ ଯେତିକି ଆଗଉଛି, ସେତିକି ନୂଆ ନୂଆ ଚରିତ୍ର ସାମ୍ନାକୁ ଆସିବାରେ ଲାଗିଛନ୍ତି । ଘଟଣା ଦିନ ରାତି ୮ଟା ବେଳେ ଖୋଦ୍ ଜିଲ୍ଲାପାଳ, ଡିଏଫ୍ଓଙ୍କ ଘରକୁ ଯାଇଥିଲେ ଏବଂ ଗୁରୁତର ଏସିଏଫଙ୍କୁ ମେଡିକାଲ୍ ନେବା ବେଳେ ବି ସେ ଉପସ୍ଥିତି ଥିଲେ ବୋଲି ଜଗୁଆଳି ବୟାନ ଦେଇଛନ୍ତି।

ସହକର୍ମୀ ଏସିଏଫ୍, ଫରେଷ୍ଟ ଗାର୍ଡ , ରୋଷେୟା, ଜଗୁଆଳି, ମାଳି ଏବଂ ଆମ୍ଭୁଲାନ୍ସ ଡ୍ରାଇଭର ଏସିଏଫ୍ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଜଡିତ ଜଣ ଜଣଙ୍କୁ ଡାକି ଚାଲିଛି ଜେରା। ପାରଳାଖେମୁଣ୍ଡି ଥାନା ପରିସରରେ ଥିବା ଗେଷ୍ଟ ହାଉସରେ ମାରାଥନ୍ ଜେରା କରୁଛି କ୍ରାଇମବ୍ରାଞ୍ଚ ଟିମ୍ । ୫୦ ରୁ ୬୦ ପ୍ରଶ୍ନ, ଘଣ୍ଟା ଘଣ୍ଟାର ଘଣ୍ଟା-ଚକଟା ସମସ୍ତଙ୍କୁ ଗୁଡେଇ ତୁଡେଇ ପ୍ରଶ୍ନ କରୁଛି ତଦନ୍ତକାରୀ ଟିମ୍ । ତଦନ୍ତରର ଚତୁର୍ଥ ଦିନ ତଥା ଜେରାର ଦ୍ୱିତୀୟ ଦିନରେ ପାଳି ପଡିଥିଲା ଜଗୁଆଳି, ମାଳି ଏବଂ ଜଣେ ବନ କର୍ମଚାରୀଙ୍କର । ସେମାନଙ୍କ ଠାରୁ ସେଦିନର ଘଟଣା ବାବଦରେ ଟିକିନିଖି ଜାଣିବାକୁ ପ୍ରଶ୍ନ ପରେ ପ୍ରଶ୍ନ କରିଚାଲିଥିଲା କ୍ରାଇମବ୍ରାଞ୍ଚ । ଆଉ, ୪ ଘଣ୍ଟାର ପଚରାଉଚରାରେ ଅନେକ ଗୁମର ଖୋଲିଛନ୍ତି ମାଳି ଏବଂ ଜଗୁଆଳି।

ଗେଷ୍ଟ ହାଉସରେ ପଚରାଉଚରା ପରେ କ୍ରାଇମବ୍ରାଞ୍ଚ ଟିମ୍ ପହଁଚିଥିଲା ସିଡିଏମ୍ଓଙ୍କ ଅଫିସରେ । ସେଦିନ ସୌମ୍ୟଙ୍କୁ ନେଇ କଟକ ଯାଇଥିବା ଆମ୍ବୁଲାନ୍ସ ଡ୍ରାଇଭର ଏବଂ ଅନ୍ୟ କର୍ମଚାରୀଙ୍କୁ ପଚରାଉଚରା କରିଥିଲେ ତଦନ୍ତକାରୀ ଅଧିକାରୀ । କ୍ରାଇମବ୍ରାଞ୍ଚର ପଚରାଉଚରା ବେଳେ ମଙ୍ଗଳବାର ସାମ୍ନାକୁ ଆସିଛି ଜିଲ୍ଲାପାଳଙ୍କ ନାଁ । ମୁଖ୍ୟ ଫାଟକ ଜଗୁଆଳି କହିଛନ୍ତି, ଘଟଣା ଦିନ ରାତି ପ୍ରାୟ ୮ଟା ବେଳେ ଜିଲ୍ଲାପାଳ, ଡିଏଫଓଙ୍କ ଘରକୁ ଯାଇଥିଲେ । ଏପରିକି ମୃତ ଏସିଏଫ୍ ସୌମ୍ୟରଞ୍ଜନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲ ନେବା ବେଳକୁ ମଧ୍ୟ ସେ ଘଟଣାସ୍ଥଳରେ ଉପସ୍ଥିତ ଥିବା କ୍ରାଇମବ୍ରାଞ୍ଚ ଏବଂ ଗଣମାଧ୍ୟମ ଆଗରେ ସତପଷ୍ଟ କରିଛନ୍ତି ଜଗୁଆଳି  । ଏହାପରେ କ୍ରାଇମବ୍ରାଞ୍ଚ ଡିଏସ୍ପି କହିଛନ୍ତି, ଆବଶ୍ୟକ ପଡିଲେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯିବା ନେଇ ବିଚାର କରାଯିବ।

ସୌମ୍ୟଙ୍କ ରହସ୍ୟଜନକ ମୃତ୍ୟୁ ମାମଲାର ତଦନ୍ତ ଯେତିକି ଆଗଉଛି, ସେତିକି ନୂଆ ନୂଆ ତଥ୍ୟ ଓ ଚରିତ୍ର ସାମ୍ନାକୁ ଆସୁଛନ୍ତି । ଫଳରେ ଅଧିକ ରହସ୍ୟ ଘେରରେ ଛନ୍ଦି ହୋଇଯାଉଛି ମାମଲା । ଏଭଳି ସ୍ଥିତିରେ ଅ଼ଡୁଆ ସୂତାରୁ ଖିଅ ବାହାର କରିବାରେ କ୍ରାଇମବ୍ରାଞ୍ଚ କେତେ ସଫଳ ହେଉଛି, ତାଉପରେ ରହିଛି ସମସ୍ତଙ୍କ ନଜର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story