ଗଜପତି: କମ୍ବିଂବେଳେ ୪ଟି ଟିଫିନ ବୋମା ଉଦ୍ଧାର

ଗଜପତି:  ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ପାଣିଗଣ୍ଡା ଠାରୁ ଅଡବା ପର୍ଯ୍ୟନ୍ତ ସିଆରପିଏଫ  ଓ ପୋଲିସର ମିଳିତ କମ୍ୱିଂ ବେଳେ କାରମଞ୍ଜା ରାସ୍ତା କଡ଼ରେ ୮କିଲୋ ଓଜନର ୪ଟି ଟିଫିନ ବୋମା ଜବତ ହୋଇଛି। ଏହି ଟିଫିନ୍ ବୋମାକୁ ନିଷ୍କ୍ରିୟ କରି ଦିଆଯାଇଛି । ଗଜପତି ଏସପି ସତ୍ୟଜିତ ନାୟକ ଘଟଣା ସ୍ଥଳରେ ପହଞ୍ଚି କମ୍ୱିଂକୁ ତ୍ୱରାନିତ୍ୱ କରିବା ସହ ଯାନବାହାନ ଚଳାଚଳକୁ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଏହି ଅଂଚଳରେ ବହୁବାର ନକ୍ସଲ […]

gajapati

gajapati

Rakesh Mallick
  • Published: Friday, 17 July 2015
  • Updated: 17 July 2015, 04:51 AM IST

Sports

Latest News

ଗଜପତି:  ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ପାଣିଗଣ୍ଡା ଠାରୁ ଅଡବା ପର୍ଯ୍ୟନ୍ତ ସିଆରପିଏଫ  ଓ ପୋଲିସର ମିଳିତ କମ୍ୱିଂ ବେଳେ କାରମଞ୍ଜା ରାସ୍ତା କଡ଼ରେ ୮କିଲୋ ଓଜନର ୪ଟି ଟିଫିନ ବୋମା ଜବତ ହୋଇଛି। ଏହି ଟିଫିନ୍ ବୋମାକୁ ନିଷ୍କ୍ରିୟ କରି ଦିଆଯାଇଛି । ଗଜପତି ଏସପି ସତ୍ୟଜିତ ନାୟକ ଘଟଣା ସ୍ଥଳରେ ପହଞ୍ଚି କମ୍ୱିଂକୁ ତ୍ୱରାନିତ୍ୱ କରିବା ସହ ଯାନବାହାନ ଚଳାଚଳକୁ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଏହି ଅଂଚଳରେ ବହୁବାର ନକ୍ସଲ କାର୍ଯ୍ୟକଳାପ ଘଟିଥିବାରୁ ଅଡବା ଥାନା ଅନ୍ତର୍ଗତ ପାଣିଗଣ୍ଡା  ଠାରୁ କାରମଞ୍ଜା  ରାସ୍ତାକୁ ସିଆରପିଏଫ,୧୨୭ ବାଟାଲିୟନର ସହକାରୀ କମାଣ୍ଡର ଓ ତାଙ୍କ ଟିମ୍ ଏବଂ ଗଜପତି ଜିଲ୍ଲା ଡିଭିଏଫ ଟିମ, ରାୟଗଡ଼ା ଜିଲ୍ଲା ସିଆରପିଏଫ ବମ୍ ସ୍ୱାଡ, ପାରଳାଖେମୁଣ୍ଡି ବମ୍ ସ୍ୱାଡ ମିଳିତ ଭାବେ ଏହି ସ୍ପେଶାଲ ଅପରେସନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story