ଗଜଭିୟେଙ୍କୁ ଜେରା: ଗୋପ ସବ-ରେଜିଷ୍ଟ୍ରାର ଅଫିସରୁ କାଗଜପତ୍ର ମଗାଇଲା ଭିଜିଲାନ୍ସ

ଭୁବନେଶ୍ୱର: କେନ୍ଦ୍ରାପଡ଼ାର ପୂର୍ବତନ ଏସପି ସତୀଶ ଗଜଭିୟେଙ୍କୁ ପୁରୀ ଜିଲ୍ଲା ଗୋପ୍ ବ୍ଲକ ବଡ଼କିଆପାଳ ମୌଜାରେ ଜମି ଜବରଦଖଲ କରିଥିବା ଅଭିଯୋଗ ନେଇ ଭିଜିଲାନ୍ସ ପକ୍ଷରୁ ଜେରା କରୁଛି । ଗୋପ ସବ-ରେଜିଷ୍ଟ୍ରାର ଅଫିସରୁ ଭିଜିଲାନ୍ସ ପକ୍ଷରୁ କାଗଜପତ୍ର ମଗାଯାଇଛି । ଏହାକୁ ଯାଞ୍ଚ କରାଯିବା ପରେ ଅନିୟମିତତା ପ୍ରମାଣ ମିଳିଲେ ଏଫଆଇଆର ରୁଜୁ ହେବ ବୋଲି ଗିଜିଲାନ୍ସ ବିଭାଗ ପକ୍ଷରୁ କୁହାଯାଇଛି । ଗଜଭିୟେ ଜଣେ ବରିଷ୍ଠ ଆଇପିଏସ୍ ହୋଇଥିବାରୁ ଆଇଜି ପ୍ୟାହାର ଜଣେ ଅଧିକାରୀ […]

gajviye

gajviye

Rakesh Mallick
  • Published: Monday, 17 August 2015
  • Updated: 17 August 2015, 05:40 PM IST

Sports

Latest News

ଭୁବନେଶ୍ୱର: କେନ୍ଦ୍ରାପଡ଼ାର ପୂର୍ବତନ ଏସପି ସତୀଶ ଗଜଭିୟେଙ୍କୁ ପୁରୀ ଜିଲ୍ଲା ଗୋପ୍ ବ୍ଲକ ବଡ଼କିଆପାଳ ମୌଜାରେ ଜମି ଜବରଦଖଲ କରିଥିବା ଅଭିଯୋଗ ନେଇ ଭିଜିଲାନ୍ସ ପକ୍ଷରୁ ଜେରା କରୁଛି । ଗୋପ ସବ-ରେଜିଷ୍ଟ୍ରାର ଅଫିସରୁ ଭିଜିଲାନ୍ସ ପକ୍ଷରୁ କାଗଜପତ୍ର ମଗାଯାଇଛି । ଏହାକୁ ଯାଞ୍ଚ କରାଯିବା ପରେ ଅନିୟମିତତା ପ୍ରମାଣ ମିଳିଲେ ଏଫଆଇଆର ରୁଜୁ ହେବ ବୋଲି ଗିଜିଲାନ୍ସ ବିଭାଗ ପକ୍ଷରୁ କୁହାଯାଇଛି ।

ଗଜଭିୟେ ଜଣେ ବରିଷ୍ଠ ଆଇପିଏସ୍ ହୋଇଥିବାରୁ ଆଇଜି ପ୍ୟାହାର ଜଣେ ଅଧିକାରୀ ତାଙ୍କୁ ପଚରାଉଚରା କରୁଥିବା ଜଣାପଡ଼ିଛି। ଗଜଭିୟେ ବଡ଼କିଆପାଳ ମୌଜାରେ ପତ୍ନୀଙ୍କ ନାଁରେ ୭ ଏକର ୬୦ ଡିସିମିଲ ଜାଗା କିଣିଥିଲେ ବି ଯଥେଷ୍ଟ ଅଧିକ ଜମିରେ ପୋଖରୀ ଖୋଳି ମାଛଚାଷ କରୁଥିବା ଅଭିଯୋଗ ରହିଛି। ଏହି ଅଞ୍ଚଳରେ ମୋଟ ୨୨ ଏକର ୫୯ ଡିସିମିଲ ସରକାରୀ ଜମି ଜବରଦଖଲ ହୋଇଥିବା ଭିଜିଲାନ୍ସର ପ୍ରାଥମିକ ତଦନ୍ତରୁ ଜଣାପଡିଥିଲା। କିଏ ଜମି ଜବରଦଖଲ କରିଛି ତା’ର ତଦନ୍ତ ପାଇଁ ଗୋପ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମାତ୍ର ସେ ସରକାରୀ ଜମି ଜବରଦଖଲ କରି ନ ଥିବା ଗଜଭିୟେ ପୂର୍ବରୁ କହିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story