ଗଣଶିକ୍ଷକଙ୍କ ଧମକ: ଦାବି ପୂରଣ ନ ହେଲେ ସମୂହ ଆତ୍ମାହୁତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସରକାରଙ୍କୁ ଚେତାବନୀ ଦେଇଛି ଗଣଶିକ୍ଷକ ମହାସଂଘ। ତିନି ଦିନ ଭିତରେ ଦାବି ପୂରଣ ନ ହେଲେ ଗଣ ଶିକ୍ଷକମାନେ ସମୂହ ଆତ୍ମାହୁତି ଦେବେ ବୋଲି ସଂଘ ଧମକ ଦେଇଛି। ଚାକିରି ନିୟମିତ କରିବା ପାଇଁ ଫେବୃଆରୀ ୫ ତାରିଖରୁ ସଂଘ ବିଧାନସଭା ସମ୍ମୁଖରେ ଧାରଣାରେ ବସିଛି। ସଂଘ ପକ୍ଷରୁ କୁହାଯାଇଛି, ସରକାରଙ୍କ ନିୟମ ଅନୁଯାୟୀ ସେମାନେ ୮ ବର୍ଷ ଠିକାରେ ଚାକିରି କଲା ପରେ ନିୟମିତ ହେବା କଥା। କିନ୍ତୁ ସେମାନେ ୧୦ ବର୍ଷ […]

ganasikhyaka

ganasikhyaka

Jitendra Garnayak
  • Published: Friday, 01 March 2019
  • Updated: 01 March 2019, 11:02 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସରକାରଙ୍କୁ ଚେତାବନୀ ଦେଇଛି ଗଣଶିକ୍ଷକ ମହାସଂଘ। ତିନି ଦିନ ଭିତରେ ଦାବି ପୂରଣ ନ ହେଲେ ଗଣ ଶିକ୍ଷକମାନେ ସମୂହ ଆତ୍ମାହୁତି ଦେବେ ବୋଲି ସଂଘ ଧମକ ଦେଇଛି। ଚାକିରି ନିୟମିତ କରିବା ପାଇଁ ଫେବୃଆରୀ ୫ ତାରିଖରୁ ସଂଘ ବିଧାନସଭା ସମ୍ମୁଖରେ ଧାରଣାରେ ବସିଛି।

ସଂଘ ପକ୍ଷରୁ କୁହାଯାଇଛି, ସରକାରଙ୍କ ନିୟମ ଅନୁଯାୟୀ ସେମାନେ ୮ ବର୍ଷ ଠିକାରେ ଚାକିରି କଲା ପରେ ନିୟମିତ ହେବା କଥା। କିନ୍ତୁ ସେମାନେ ୧୦ ବର୍ଷ ଚାକିରି କରି ସାରିଲେଣି। ତଥାପି ସରକାର ସେମାନଙ୍କୁ ନିୟମିତ କରୁ ନାହାନ୍ତି।

ସଂଘ କହିଛି, ରାଜ୍ୟରେ ୨୨ହଜାର ୫୧୨ ଗଣଶିକ୍ଷକ ଥିବା ବେଳେ ସେଥିରୁ ୧୮ ହଜାରରୁ ଅଧିକ ଗଣଶିକ୍ଷକ ନିୟମିତ ହୋଇସାରିଛନ୍ତି। ଅବଶିଷ୍ଟ ଗଣଶିକ୍ଷକଙ୍କୁ ନିୟମିତ କରିବାପାଇଁ ଗତବର୍ଷ ମାର୍ଚ୍ଚ ମାସରେ ସରକାର ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏ ପର୍ଯ୍ୟନ୍ତ ଏହାକୁ କାର୍ଯ୍ୟକାରୀ କରାଯାଇନାହିଁ।

[caption id="attachment_346138" align="aligncenter" width="750"]plate ଶିକ୍ଷକ, ଶିକ୍ଷୟିତ୍ରୀମାନେ ଭିକ ମାଗୁଛନ୍ତି[/caption]

ଚାକିରି ସ୍ଥାୟୀ କରିବା ପାଇଁ ଗତ ୫ ତାରିଖରୁ ଧାରଣାରେ ବସିଥିଲେ ହେଁ କୌଣସି ସୁଫଳ ନ ମିଳିବାରୁ ଗତକାଲି ଗଣଶିକ୍ଷକମାନେ ଅତିଷ୍ଠ ହୋଇ ଅଭିନବ ଢଙ୍ଗରେ ସେମାନଙ୍କ ଅସନ୍ତୋଷ ଜାହିର କରିଥିଲେ। ସେମାନେ ଭୁବନେଶ୍ୱରର ରାଜରାସ୍ତାରେ ଥାଳି ଧରି ଭିକ ମାଗିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story