‘ବର୍ତ୍ତମାନ ପିଢ଼ିକୁ ଗାନ୍ଧିବାଦର ଯଥାର୍ଥ ବିଶ୍ଲେଷଣ ଜରୁରୀ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗାନ୍ଧିବାଦ କେତେ ଶାଶ୍ୱତ, ନିଖୁଣ ଓ ପାରଦର୍ଶୀ ତାହାକୁ କେବଳ କହିଲେ ହେବନି ବରଂ ଏହାର ପ୍ରାସଙ୍ଗିକତା ଏବେ ଅଛି କି ନାହିଁ ସେ ସମ୍ପର୍କରେ ବର୍ତ୍ତମାନର ପୀଢ଼ୀକୁ ଏ ସମ୍ପର୍କରେ ଯଥାର୍ଥ ଭାବେ ବୁଝାଇବାକୁ ପଡ଼ିବ। ଗାନ୍ଧିଙ୍କ ଜୀବନ ଆଦର୍ଶ, ଶୈଳୀ ଓ ଅବଦାନ କ’ଣ ଥିଲା ତାହାର ମୂଲ୍ୟ ବର୍ତ୍ତମାନ ସମୟରେ କ’ଣ ରହିଛି ତାକୁ ନୂଆ ପୀଢ଼ୀର ପିଲାଙ୍କୁ ସେମାନେ ବୁଝୁଥିବା ଭାଷାରେ ବୁଝାଇବାର ଆବଶ୍ୟକତା ରହିଛି ବୋଲି ବିଶିଷ୍ଟ […]

9082

9082

Tapas Behera
  • Published: Saturday, 04 January 2020
  • Updated: 04 January 2020, 09:54 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗାନ୍ଧିବାଦ କେତେ ଶାଶ୍ୱତ, ନିଖୁଣ ଓ ପାରଦର୍ଶୀ ତାହାକୁ କେବଳ କହିଲେ ହେବନି ବରଂ ଏହାର ପ୍ରାସଙ୍ଗିକତା ଏବେ ଅଛି କି ନାହିଁ ସେ ସମ୍ପର୍କରେ ବର୍ତ୍ତମାନର ପୀଢ଼ୀକୁ ଏ ସମ୍ପର୍କରେ ଯଥାର୍ଥ ଭାବେ ବୁଝାଇବାକୁ ପଡ଼ିବ। ଗାନ୍ଧିଙ୍କ ଜୀବନ ଆଦର୍ଶ, ଶୈଳୀ ଓ ଅବଦାନ କ’ଣ ଥିଲା ତାହାର ମୂଲ୍ୟ ବର୍ତ୍ତମାନ ସମୟରେ କ’ଣ ରହିଛି ତାକୁ ନୂଆ ପୀଢ଼ୀର ପିଲାଙ୍କୁ ସେମାନେ ବୁଝୁଥିବା ଭାଷାରେ ବୁଝାଇବାର ଆବଶ୍ୟକତା ରହିଛି ବୋଲି ବିଶିଷ୍ଟ ସମାଜସେବୀ ତଥା ଗାନ୍ଧିବାଦୀ ନେତ୍ରୀ ମନୀଷା ଚୌଧୁରୀ କହିଛନ୍ତି।

ଆଜି ଜୟଦେବ ଭବନରେ ପାଟକୁରା ଗାନ୍ଧୀ ରାଜକିଶୋର ନାୟକଙ୍କ ଦଶମ ଶ୍ରାଦ୍ଧଦିବସରେ ଆୟୋଜିତ ଏକ ସ୍ମାରକୀ ବକ୍ତୃତାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦିଲ୍ଲୀର ଗାନ୍ଧିବାଦୀ ନେତ୍ରୀ ମନୀଷା ଚୌଧୁରୀ କହିଛନ୍ତି ଯେ, ହିଂସା, ଦ୍ୱେଷ ଓ ପରଶ୍ରୀକାତରତା ଯୋଗୁ ଗଣତାନ୍ତ୍ରିକ ବ୍ୟବସ୍ଥା ଦିନକୁ ଦିନ ବିପନ୍ନ ହେବାରେ ଲାଗିଛି। ସତ୍ୟ,ଅହିଂସା, ସ୍ନେହ, ପ୍ରେମ, ସ୍ୱଦେଶୀ, ସ୍ୱାଭିମାନ ଓ ସ୍ୱାବଲମ୍ବୀ ଭଳି ଗୁଣର ବିକାଶ ବ୍ୟକ୍ତି ଓ ରାଷ୍ଟ୍ରଜୀବନରେ ଯେତେ ଅଧିକ ରହିବ ଗଣତନ୍ତ୍ର ସେତେ ସୁଦୃଢ଼ ହେବା ସହ ବହୁ ସମସ୍ୟାର ସରଳ ଓ ସହଜ ସମାଧାନ ବାହାରି ପାରିବ। ନିଜକୁ ପାରଦର୍ଶୀ ରଖିଲେ ହିଁ ଗଣତନ୍ତ୍ର ଆଗକୁ ବଢ଼ିପାରିବ। ସମଗ୍ର ବିଶ୍ୱରେ ଯେତେ ସମସ୍ୟା ରହିଛି ତା’ର ଏକମାତ୍ର ସମାଧାନ ମହାତ୍ମା ଗାନ୍ଧିଙ୍କ ପ୍ରଦର୍ଶିତ ମାର୍ଗରେ ସମ୍ଭବପର ହୋଇପାରିବ ଓ ଏସବୁ ମୂଲ୍ୟବୋଧ ବର୍ତ୍ତମାନର ପୀଢ଼ୀଙ୍କ ମଧ୍ୟରେ ବିକଶିତ କରିବାକୁ ପଡ଼ିବ ବୋଲି ସେ କହିଥିଲେ। ତ୍ରୁଟିପୂର୍ଣ୍ଣ ଯୋଜନା ଓ ଏହାର ବିଭ୍ରାନ୍ତିକରଣ ରୂପାୟନ ମଧ୍ୟରେ ଭ୍ରଷ୍ଟ ବ୍ୟବସ୍ଥା ଯୋଗୁ ସ୍ୱାଧୀନତାର ୭୨ବର୍ଷ ପରେ ବି ଦେଶର ଅର୍ଦ୍ଧାଧିକ ମହିଳା ପାରିବାରିକ ଓ ସାମାଜିକ ହିଂସାର ଶିକାର ହେବା ସହ ରକ୍ତହୀନତା ଓ ଅପପୁଷ୍ଟିର ଶିକାର ହେଉଛନ୍ତି। ଫଳରେ ସେମାନେ ଯୁବକ ଅବସ୍ଥାରେ ପହଞ୍ôଚବା ବେଳକୁ ଦେଶପାଇଁ ସଶକ୍ତ ଯୋଗଦାନ ଦେଇପାରୁନାହାନ୍ତି ବୋଲି ମନୀଷା ଚୌଧୁରୀ କହିଥିଲେ।

ସ୍ୱାଧୀନତା ସଂଗ୍ରାମୀ ତଥା ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ସଭାପତିିତ୍ୱରେ ଅନୁଷ୍ଠିତ ‘ମହିଳା ଓ କିଶୋରମାନଙ୍କ ମନରେ ଗାନ୍ଧି ଭାବନାର ଜାଗରଣ’ ଶୀର୍ଷକ ସ୍ମାରକୀ ବକ୍ତୃତାରେ ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ଦାଶ ବେନହୁର କି-ନୋଟ୍ ଉପସ୍ଥାପନ କରି ଗାନ୍ଧିଜୀ ଓ ରାଜକିଶୋର ନାୟକଙ୍କ ଜୀବନର ତୁଳନାତ୍ମକ ତଥ୍ୟ ଉପସ୍ଥାପନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଅଭିରାମ ବିଶ୍ୱାଳ ଓ ରାଜକିଶୋର ନାୟକ ନ୍ୟାସନାଲ ଫାଉଣ୍ଡେସନର ସମ୍ପାଦକ ପର୍ଶୁରାମ ଦ୍ୱିବେଦୀ ପ୍ରମୁଖ ତାଙ୍କର ଜୀବନୀ ଉପରେ ମତ ରଖିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story