ଧୂମଧାମରେ ବିସର୍ଜିତ ହେଲେ ଗଜାନନ

Ordigital Desk
  • Published: Thursday, 31 August 2017
  • , Updated: 31 August 2017, 08:30 PM IST
<p>ସୋନପୁର (ଓଡ଼ିଶା ରିପୋର୍ଟର): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବଜରଙ୍ଗ କ୍ଲବ ପକ୍ଷରୁ ଗଣେଶ ବିସର୍ଜନ ଧୂମଧାମରେ ହୋଇଯାଇଛି। ବିଘ୍ନ ବିନାଶକ ଗଣେଶଙ୍କୁ ଏକ ବିରାଟ ଶୋଭାଯାତ୍ରାରେ ନିଆଯାଇଥିଲା। ପାରମ୍ପାରିକ ବାଦ୍ୟ ଓ ନୃତ୍ୟ ସହ ଶୋଭାଯାତ୍ରା ତ୍ରିବେଣୀ ଛକରୁ ବାହାରି ବୀରମହାରାଜପୁର ମୁଖ୍ୟ ଛକ ଦେଇ ରଜାବନ୍ଧରେ ପହଞ୍ଚିଥିଲା। ସେଠାରେ ଗଜାନନଙ୍କ ବିସର୍ଜନ କରାଯାଇଥିଲା।</p>

Related story