୧୨ କୋଟିର ଗଞ୍ଜେଇ ନଷ୍ଟ କଲା ପୁଲିସ୍‌

ବାଲିଗୁଡ଼ା(ଅଜିତ ନାୟକ): ବେଆଇନ ଗଞ୍ଜେଇ ଚାଷକୁ ନଷ୍ଟ କରିବା ଲାଗି କନ୍ଧମାଳ ପୁଲିସ୍‌ ପୁରା ଦମରେ ଲାଗିପଡିଛି । ଏ ନେଇ କ.ନୂଆଗାଁ ପୁଲିସ୍‌ ତୁହାକୁ ତୁହାକୁ ଅଞ୍ଚଳରେ ଲାଗିଥିବା ବେଆଇନ ଗଞ୍ଜେଇ ଚାଷକୁ କାଟି ପୋଡି ଛାରଖାର କରିବାରେ ଲାଗିଛି । ଗୋଛାପଡା, ଜାରଙ୍ଗା ଓ ବାଲିପଦର ଆଦି ଇଲାକାର ୧୨୦ ଏକର ଜମିରେ ଲାଗିଥିବା ଗଞ୍ଜେଇ ଗଛକୁ ପୁଲିସ୍‌ ଓ ଅବକାରୀ ବିଭାଗ କର୍ମଚାରୀ ନଷ୍ଟ କରିଛନ୍ତି। ଏହାର ଆନୁମାନିକ ମୂଲ୍ୟ ୧୨  କୋଟି […]

Ganja-bust-11

Niharika Rout
  • Published: Thursday, 19 December 2019
  • , Updated: 19 December 2019, 07:41 AM IST

ବାଲିଗୁଡ଼ା(ଅଜିତ ନାୟକ): ବେଆଇନ ଗଞ୍ଜେଇ ଚାଷକୁ ନଷ୍ଟ କରିବା ଲାଗି କନ୍ଧମାଳ ପୁଲିସ୍‌ ପୁରା ଦମରେ ଲାଗିପଡିଛି । ଏ ନେଇ କ.ନୂଆଗାଁ ପୁଲିସ୍‌ ତୁହାକୁ ତୁହାକୁ ଅଞ୍ଚଳରେ ଲାଗିଥିବା ବେଆଇନ ଗଞ୍ଜେଇ ଚାଷକୁ କାଟି ପୋଡି ଛାରଖାର କରିବାରେ ଲାଗିଛି ।

ଗୋଛାପଡା, ଜାରଙ୍ଗା ଓ ବାଲିପଦର ଆଦି ଇଲାକାର ୧୨୦ ଏକର ଜମିରେ ଲାଗିଥିବା ଗଞ୍ଜେଇ ଗଛକୁ ପୁଲିସ୍‌ ଓ ଅବକାରୀ ବିଭାଗ କର୍ମଚାରୀ ନଷ୍ଟ କରିଛନ୍ତି। ଏହାର ଆନୁମାନିକ ମୂଲ୍ୟ ୧୨  କୋଟି ହେବ ବୋଲି ପୁଲିସ୍‌ କହିଛି ।

Related story