ଗୃହରକ୍ଷୀଙ୍କ ଉପରେ ମାଡ଼ିଗଲା ଗଞ୍ଜେଇ ବୋଝେଇ ଟ୍ରାକ୍ଟର

ଚିତ୍ରକୋଣ୍ଡା(ରତ୍ନାକର ପ୍ରଧାନ): ଗଞ୍ଜେଇ ମାଫିଆଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ଜଣେ ଗୃହରକ୍ଷୀ। ତାଙ୍କ ଉପରେ ମଡ଼ାଇ ଦେଇଛନ୍ତି ଗଞ୍ଜେଇ ବୋଝେଇ ଟ୍ରାକ୍ଟର। ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରେ। ଗୁରୁତର ଗୃହରକ୍ଷୀଙ୍କୁ ଚିତ୍ରକୋଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ନାଁ ଟୁନା ବୈରାଗୀ। ସେ ଚିତ୍ରକୋଣ୍ଡା ଥାନାରେ ଗୃହରକ୍ଷୀ ଭାବେ କାମ କରନ୍ତି। ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୨ଟା ବେଳେ ଏକ ଟ୍ରାକ୍ଟର ଦ୍ୱାରା ଗଞ୍ଜେଇ ଚାଲାଣ ହେଉଥିବା ନେଇ ଖବର ପାଇ ଚିତ୍ରକୋଣ୍ଡା […]

malkangiri

malkangiri

Jyoshna Pradhan
  • Published: Tuesday, 28 January 2020
  • Updated: 28 January 2020, 02:24 PM IST

Sports

Latest News

ଚିତ୍ରକୋଣ୍ଡା(ରତ୍ନାକର ପ୍ରଧାନ): ଗଞ୍ଜେଇ ମାଫିଆଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ଜଣେ ଗୃହରକ୍ଷୀ। ତାଙ୍କ ଉପରେ ମଡ଼ାଇ ଦେଇଛନ୍ତି ଗଞ୍ଜେଇ ବୋଝେଇ ଟ୍ରାକ୍ଟର। ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରେ। ଗୁରୁତର ଗୃହରକ୍ଷୀଙ୍କୁ ଚିତ୍ରକୋଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ନାଁ ଟୁନା ବୈରାଗୀ। ସେ ଚିତ୍ରକୋଣ୍ଡା ଥାନାରେ ଗୃହରକ୍ଷୀ ଭାବେ କାମ କରନ୍ତି।

ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୨ଟା ବେଳେ ଏକ ଟ୍ରାକ୍ଟର ଦ୍ୱାରା ଗଞ୍ଜେଇ ଚାଲାଣ ହେଉଥିବା ନେଇ ଖବର ପାଇ ଚିତ୍ରକୋଣ୍ଡା ପୁଲିସ୍‌ ଗୁଣ୍ଠାବେଡ଼ା ପଞ୍ଚାୟତର କାଙ୍କରପଡ଼ା ଛକ ନିକଟରେ ଜଗି ରହିଥିଲା। ଏହି ସମୟରେ ଆସୁଥିବା ଏକ ଟ୍ରାକ୍ଟରକୁ ଗୃହରକ୍ଷୀ ଟୁନା ବୈରାଗୀ ଅଟକାଇବା ଚେଷ୍ଟା କରିଥିଲେ। ହେଲେ ଟ୍ରାକ୍ଟରଟି ନଅଟକି ତାଙ୍କ ଉପରେ ମାଡ଼ି ଯାଇଥିଲା। ଫଳରେ ତାଙ୍କ ଅଣ୍ଟା ଭାଙ୍ଗି ଯାଇଛି। ତାଙ୍କୁ ଚିତ୍ରକୋଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଏହି ଘଟଣା ପରେ ପୁଲିସ୍‌ ଟ୍ରାକ୍ଟରଟିକୁ ପିଛା କରିଥିଲା ଓ  ଜଣେ ଗଞ୍ଜେଇ ମାଫିଆ ଏବଂ ତାଙ୍କ ଦୁଇ ସହଯୋଗୀଙ୍କୁ ଧରିଥିଲା। ପୁଲିସ୍‌ ଟ୍ରାକ୍ଟରଟିକୁ ଜବତ କରିଥିବା ବେଳେ ଡ୍ରାଇଭର ଫେରାର୍ ହୋଇଯାଇଛି। ପୁଲିସ୍‌ ଟ୍ରାକ୍ଟରରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ଓ ଘଟଣାର ଅଧିକ ଖୋଳତାଡ଼ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story