୧୧ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ

ବାଲିଗୁଡ଼ା(ଅଜିତ ନାୟକ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ଲଗାତାର ଭାବରେ ଗଞ୍ଜେଇ ଚାଷ ନଷ୍ଟ କରାଯାଉଛି। ଗତକାଲି ବାଟାଗୁଡ଼ା ପଞ୍ଚାୟତର ପୁସାଙ୍ଗିଅର ଓ ପାଲୁଙ୍କିଆ ଆଦି ଅଞ୍ଚଳର ୧୧୮ ଏକର  ଜମିରେ ଲାଗିଥିବା ଗଞ୍ଜେଇ ଗଛକୁ  ନଷ୍ଟ କରାଯାଇଥିଲା। ତେବେ ବାଲିଗୁଡ଼ା ଏସଡିପିଓ ରଞ୍ଜନ କୁମାର ବାରିକ ନିଜେ ଗଞ୍ଜେଇ ଗଛ ସବୁ କାଟୁଥିବା ଦେଖିବାକୁ ମିଳିଥିଲା। ନଷ୍ଟ କରାଯାଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୧ କୋଟି ଟଙ୍କା ହେବା ବୋଲି ଜଣାପଡ଼ିଛି। ବାଲିଗୁଡା ପୁଲିସ୍ ଓ […]

baliguda

baliguda

Jyoshna Pradhan
  • Published: Thursday, 28 November 2019
  • Updated: 28 November 2019, 09:24 AM IST

Sports

Latest News

ବାଲିଗୁଡ଼ା(ଅଜିତ ନାୟକ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ଲଗାତାର ଭାବରେ ଗଞ୍ଜେଇ ଚାଷ ନଷ୍ଟ କରାଯାଉଛି। ଗତକାଲି ବାଟାଗୁଡ଼ା ପଞ୍ଚାୟତର ପୁସାଙ୍ଗିଅର ଓ ପାଲୁଙ୍କିଆ ଆଦି ଅଞ୍ଚଳର ୧୧୮ ଏକର  ଜମିରେ ଲାଗିଥିବା ଗଞ୍ଜେଇ ଗଛକୁ  ନଷ୍ଟ କରାଯାଇଥିଲା। ତେବେ ବାଲିଗୁଡ଼ା ଏସଡିପିଓ ରଞ୍ଜନ କୁମାର ବାରିକ ନିଜେ ଗଞ୍ଜେଇ ଗଛ ସବୁ କାଟୁଥିବା ଦେଖିବାକୁ ମିଳିଥିଲା। ନଷ୍ଟ କରାଯାଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୧ କୋଟି ଟଙ୍କା ହେବା ବୋଲି ଜଣାପଡ଼ିଛି।

ବାଲିଗୁଡା ପୁଲିସ୍ ଓ ଅବକାରୀ ବିଭାଗ ମିଳିତ ଭାବେ ଏହି ଗଞ୍ଜେଇ ଗଛ ସବୁ ନଷ୍ଟ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story