ଟ୍ରକ୍‌ ସହ ଧକ୍କା ପରେ ଫେରାର ହୋଇଗଲେ କାର ଯାତ୍ରୀ: ଜାଣନ୍ତୁ ଯାଞ୍ଚ ବେଳେ ମିଳିଲା କ’ଣ

Ordigital Desk
  • Published: Sunday, 26 November 2017
  • , Updated: 26 November 2017, 08:02 PM IST
<p>ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥରୁ ଖନ୍ତାପ଼ଡା ପୋଲିସ୍&zwnj; ୩୩ କେଜି ଗଞ୍ଜେଇ ଜବତ କରିଛି। ଗଞ୍ଜେଇ ନେଇ ଯାଉଥିବା ଏକ ଭିଷ୍ଟା କାର ଶେରଗଡ ଟୋଲଗେଟ୍ ନିକଟରେ ଏକ ମାଛ ଟ୍ରକକୁ ପଛରୁ ଧକ୍କାଦେଇଥିଲା। ସ୍ଥାନୀୟ ଲୋକ ରୁଣ୍ଡ ହୋଇ ଯିବାରୁ ଗାଡିରେ ଥିବା ୨ ଜଣ ଫେରାର ହୋଇ ଯାଇଥିଲେ।&nbsp; ଘଟଣା ସ୍ଥଳରେ ପୋଲିସ ପହଞ୍ଚି କାର ଏବଂ ୪ ବ୍ୟାଗ୍ ଗଞ୍ଜେଇ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।</p>

Related story