ଗଞ୍ଜାମ: ବିଦ୍ୟୁତ ତାର ଛିଡି ମହିଳା ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକ
ଗଞ୍ଜ।ମ: ରମ୍ଭା ଥାନା ପ୍ରୟାଗି ଗାଁରେ ବିଦ୍ୟୁତ୍ ତାର ଛିଣ୍ଡି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତା ମହିଳା ଜଣଙ୍କ ହେଲେ ସୁଜାତା ସାହୁ। ନିଜ ଚାଷ ଜମିକୁ ଯାଇଥିବାବେଳେ ସୁଜାତାଙ୍କ ଉପରେ ହଠାତ୍ ବିଦ୍ୟୁତ୍ ତାର ଛିଣ୍ଡି ପଡିଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଉତ୍ତ୍ୟକ୍ତ ଲୋକେ ମୃତା ମହିଳାଙ୍କ ପରିବାର ଳୋକଙ୍କୁ କ୍ଷତିପୂରଣ ଯୋଗାଇ ଦେବା ଦାବିରେ ମୃତଦେହ ରଖି ରାସ୍ତରୋକ […]
ଗଞ୍ଜ।ମ: ରମ୍ଭା ଥାନା ପ୍ରୟାଗି ଗାଁରେ ବିଦ୍ୟୁତ୍ ତାର ଛିଣ୍ଡି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତା ମହିଳା ଜଣଙ୍କ ହେଲେ ସୁଜାତା ସାହୁ। ନିଜ ଚାଷ ଜମିକୁ ଯାଇଥିବାବେଳେ ସୁଜାତାଙ୍କ ଉପରେ ହଠାତ୍ ବିଦ୍ୟୁତ୍ ତାର ଛିଣ୍ଡି ପଡିଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଉତ୍ତ୍ୟକ୍ତ ଲୋକେ ମୃତା ମହିଳାଙ୍କ ପରିବାର ଳୋକଙ୍କୁ କ୍ଷତିପୂରଣ ଯୋଗାଇ ଦେବା ଦାବିରେ ମୃତଦେହ ରଖି ରାସ୍ତରୋକ କରିଛନ୍ତି ।