ଝାଡ଼ିଝୁଡି ଦେଲେ ପରିବହନ ଓ ଶକ୍ତି ବିଭାଗ, ବସ୍‌ ଚାଳକର ସବୁ ଦୋଷ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗଞ୍ଜାମ ଗୋଳନ୍ଥରା ବସ୍‌ ଦୁର୍ଘଟଣା ପାଇଁ କିଏ ଦାୟୀ? ଏହାକୁ ନେଇ ରାଜ୍ୟ ସରକାରଙ୍କ ଦୁଇ ବିଭାଗ ପରସ୍ପର ଉପରେ କାଦୁଅ ଫିଙ୍ଗୁଥିବା ବେଳେ ଏଭଳି ଦୁର୍ଘଟଣା ପଛରେ ପରିବହନ କିମ୍ବା ଶକ୍ତି ବିଭାଗର କୌଣସି ତ୍ରୁଟି ନଥିବା ଦର୍ଶାଇ ଡ୍ରାଇଭର ଉପରେ ସବୁ ଦୋଷ ଲଦି ଦେଇଛନ୍ତି। ଏ ପ୍ରସଙ୍ଗରେ ଆଜି ବିଧାନସଭାରେ ମୁତଲବୀ ଆଲୋଚନା ବେଳେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଦେଇଥିବା ତଥ୍ୟକୁ ଏହା ଜଣାପଡ଼ିଛି। ଗୋଳନ୍ଥରା ବସ୍‌ ଦୁର୍ଘଟଣା […]

bus

bus

Manoranjan Sial
  • Published: Tuesday, 18 February 2020
  • Updated: 18 February 2020, 10:02 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗଞ୍ଜାମ ଗୋଳନ୍ଥରା ବସ୍‌ ଦୁର୍ଘଟଣା ପାଇଁ କିଏ ଦାୟୀ? ଏହାକୁ ନେଇ ରାଜ୍ୟ ସରକାରଙ୍କ ଦୁଇ ବିଭାଗ ପରସ୍ପର ଉପରେ କାଦୁଅ ଫିଙ୍ଗୁଥିବା ବେଳେ ଏଭଳି ଦୁର୍ଘଟଣା ପଛରେ ପରିବହନ କିମ୍ବା ଶକ୍ତି ବିଭାଗର କୌଣସି ତ୍ରୁଟି ନଥିବା ଦର୍ଶାଇ ଡ୍ରାଇଭର ଉପରେ ସବୁ ଦୋଷ ଲଦି ଦେଇଛନ୍ତି। ଏ ପ୍ରସଙ୍ଗରେ ଆଜି ବିଧାନସଭାରେ ମୁତଲବୀ ଆଲୋଚନା ବେଳେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଦେଇଥିବା ତଥ୍ୟକୁ ଏହା ଜଣାପଡ଼ିଛି।

ଗୋଳନ୍ଥରା ବସ୍‌ ଦୁର୍ଘଟଣା ପାଇଁ ଦାୟୀ କରି ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀ ଓ ଶକ୍ତି ବିଭାଗ ୨ଜଣ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଥିବା ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ପୂର୍ବରୁ ଉତ୍ତର ଦେଇଥିଲେ। ସେହିଭଳି ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତ୍ରୀ, ଏସ୍‌ଡିଓ ଓ ଶକ୍ତି ବିଭାଗର ଦୁଇଜଣଙ୍କୁ ନିଲମ୍ବନ କରାଯାଇଥିବା ବିବୃତ୍ତି ରଖିଥିଲେ ଶକ୍ତି ମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର। କିନ୍ତୁ ଗୃହରେ ମନ୍ତ୍ରୀଙ୍କ ଉତ୍ତରରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଏସଡିଓଙ୍କ ନାଁ ନଥିବାରୁ ଏହାକୁ ନେଇ ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟମାନେ କକ୍ଷ ତ୍ୟାଗ କରିଥିଲେ। ଫଳରେ ବିନା ବିରୋଧୀରେ ମୁଲତବୀ ଆଲୋଚନା ହୋଇଥିଲା।

ସେପଟେ ଏହାର ପ୍ରତିବାଦ କରି ଗୃହ ବାହାରେ ବିରୋଧୀମାନେ ଧାରଣା ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story