କନ୍ଧମାଳ: ୫ ଗଞ୍ଜେଇ ଚୋରାଚାଲାଣକାରୀ ଗିରଫ

କନ୍ଧମାଳ:  କନ୍ଧମାଳ ଜିଲ୍ଲାର ଦୁଇଟି ଥାନାରୁ  ଗତ ସପ୍ତାହକ ମଧ୍ୟରେ ଗଞ୍ଜେଇ ଚୋରାଚାଲାଣ କରୁଥିବା ୫ଜଣଙ୍କୁ ପୋଲିସ ଗରିଫ କରିଛି। ଫିରିଙ୍ଗିଆ ଥାନା ଅନ୍ତର୍ଗତ ପୋଲିସ ଦୁଇଟି ଜାଗାରେ ଚଢାଉ କରି ଗୋଟିଏ କାର ସହ ୪୬କିଲୋ ଗଞ୍ଜେଇ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି। ସେହିପରି ୬ କିଲୋ ଗଞ୍ଜେଇ ଜବତ କରିବା ସହ  ଆଉ ଜଣଙ୍କୁ ମଧ୍ୟ ଗିରଫ କରିଛି। ସେହିଭଳି ଗୁଚ୍ଛାପଡା ପୋଲିସ୍ ଗୋଟିଏ ଅଟୋ ସହ ୨୧ କିଲୋ […]

kandhmala

kandhmala

Rakesh Mallick
  • Published: Tuesday, 18 August 2015
  • Updated: 18 August 2015, 09:15 AM IST

Sports

Latest News

କନ୍ଧମାଳ:  କନ୍ଧମାଳ ଜିଲ୍ଲାର ଦୁଇଟି ଥାନାରୁ  ଗତ ସପ୍ତାହକ ମଧ୍ୟରେ ଗଞ୍ଜେଇ ଚୋରାଚାଲାଣ କରୁଥିବା ୫ଜଣଙ୍କୁ ପୋଲିସ ଗରିଫ କରିଛି। ଫିରିଙ୍ଗିଆ ଥାନା ଅନ୍ତର୍ଗତ ପୋଲିସ ଦୁଇଟି ଜାଗାରେ ଚଢାଉ କରି ଗୋଟିଏ କାର ସହ ୪୬କିଲୋ ଗଞ୍ଜେଇ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି। ସେହିପରି ୬ କିଲୋ ଗଞ୍ଜେଇ ଜବତ କରିବା ସହ  ଆଉ ଜଣଙ୍କୁ ମଧ୍ୟ ଗିରଫ କରିଛି। ସେହିଭଳି ଗୁଚ୍ଛାପଡା ପୋଲିସ୍ ଗୋଟିଏ ଅଟୋ ସହ ୨୧ କିଲୋ ଗଞ୍ଜେଇ  ଜବତ କରିବା ସହ ଜଣଙ୍କୁ ଗିରଫ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos