ଗାଁ ଦାଣ୍ଡରେ ପ୍ରେମୀ ଯୁଗଳଙ୍କୁ ମାଡ଼ ଘଟଣାରେ ୪ ଗିରଫ

ଜୟପୁର: ପ୍ରେମୀ ଯୁଗଳଙ୍କୁ ଗାଁ ଦାଣ୍ଡରେ ମାଡ଼ ମାରିବା ଘଟଣାରେ କୋରାପୁଟ ସଦର ଥାନା ପୋଲିସ ୪ ଜଣଙ୍କୁ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ଯୁବତୀଙ୍କ ବାପା, ଭାଇ ଓ ୨ କାକା ଅଛନ୍ତି। ଗତ ମାର୍ଚ୍ଚ ୨୬ ତାରିଖରେ ରାଉତପୁଟ ଗାଁରେ ଘଟିଥିଲା ଏପରି ଘଟଣା। ପ୍ରେମୀ ଯୁଗଳଙ୍କୁ ଗାଁ ଦାଣ୍ଡରେ ଗ୍ରାମବାସୀ ପିଟିଥିଲେ। ଉଭୟଙ୍କୁ ମାଡ଼ ମରାଯିବାର ଭିଡିଓ ଭାଇରାଲ ହୋଇଥିଲା। ଲୋକଲଜ୍ଜାରେ ପ୍ରେମୀ ଯୁଗଳ ରଶି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଯୁବକଙ୍କ […]

koraput

koraput

Rakesh Mallick
  • Published: Thursday, 06 April 2017
  • Updated: 06 April 2017, 05:40 PM IST

Sports

Latest News

ଜୟପୁର: ପ୍ରେମୀ ଯୁଗଳଙ୍କୁ ଗାଁ ଦାଣ୍ଡରେ ମାଡ଼ ମାରିବା ଘଟଣାରେ କୋରାପୁଟ ସଦର ଥାନା ପୋଲିସ ୪ ଜଣଙ୍କୁ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ଯୁବତୀଙ୍କ ବାପା, ଭାଇ ଓ ୨ କାକା ଅଛନ୍ତି।

ଗତ ମାର୍ଚ୍ଚ ୨୬ ତାରିଖରେ ରାଉତପୁଟ ଗାଁରେ ଘଟିଥିଲା ଏପରି ଘଟଣା। ପ୍ରେମୀ ଯୁଗଳଙ୍କୁ ଗାଁ ଦାଣ୍ଡରେ ଗ୍ରାମବାସୀ ପିଟିଥିଲେ। ଉଭୟଙ୍କୁ ମାଡ଼ ମରାଯିବାର ଭିଡିଓ ଭାଇରାଲ ହୋଇଥିଲା। ଲୋକଲଜ୍ଜାରେ ପ୍ରେମୀ ଯୁଗଳ ରଶି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story