ଗ୍ୟାସ ସିଲିଣ୍ଡର ଫାଟି ହୋଇଥିଲା ମୃତ୍ୟୁ, ମିଳିଲା ୬ ଲକ୍ଷ ଟଙ୍କା କ୍ଷତିପୂରଣ

ମୋହନା(ଓଡ଼ିଶା ରିପୋର୍ଟର): ଘରୋଇ ଗ୍ୟାସ୍‌ ସିଲିଣ୍ଡର ଫାଟିବାରୁ ପୋଡ଼ି ହୋଇ ମୃତ୍ୟୁବରଣ କରିଥିବା ମହିଳାଙ୍କ ପରିବାରଙ୍କୁ ଇଣ୍ଡେନ ଗ୍ୟାସ ପକ୍ଷରୁ ୬ ଲକ୍ଷ ୨୨ ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ କରାଯାଇଛି। ଗଜପତି ଜିଲ୍ଲା ମୋହନା ବ୍ଲକ ବିରିକୋଟ ଗାଁର ସୁବାସିନୀ ପାତ୍ରଙ୍କ ପରିବାର ଏହି କ୍ଷତିପୂରଣ ଟଙ୍କା ଆଜି ପାଇଛନ୍ତି। ଗତ ୨୦୨୦ ମସିହାରେ ଏପ୍ରିଲ ମାସରେ ସୁବାସିନୀ ପାତ୍ର ଘରେ ଗ୍ୟାସରେ ରୋଷେଇ କରୁଥିବା ସମୟରେ ଅକସ୍ମିକ ଗ୍ୟାସ ଲିକ ହୋଇଥିଲା। ସିଲିଣ୍ଡର ଫାଟି […]

family

family

Niranjan Mishra
  • Published: Monday, 16 January 2023
  • Updated: 16 January 2023, 10:03 PM IST

Sports

Latest News

ମୋହନା(ଓଡ଼ିଶା ରିପୋର୍ଟର): ଘରୋଇ ଗ୍ୟାସ୍‌ ସିଲିଣ୍ଡର ଫାଟିବାରୁ ପୋଡ଼ି ହୋଇ ମୃତ୍ୟୁବରଣ କରିଥିବା ମହିଳାଙ୍କ ପରିବାରଙ୍କୁ ଇଣ୍ଡେନ ଗ୍ୟାସ ପକ୍ଷରୁ ୬ ଲକ୍ଷ ୨୨ ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ କରାଯାଇଛି। ଗଜପତି ଜିଲ୍ଲା ମୋହନା ବ୍ଲକ ବିରିକୋଟ ଗାଁର ସୁବାସିନୀ ପାତ୍ରଙ୍କ ପରିବାର ଏହି କ୍ଷତିପୂରଣ ଟଙ୍କା ଆଜି ପାଇଛନ୍ତି।

ଗତ ୨୦୨୦ ମସିହାରେ ଏପ୍ରିଲ ମାସରେ ସୁବାସିନୀ ପାତ୍ର ଘରେ ଗ୍ୟାସରେ ରୋଷେଇ କରୁଥିବା ସମୟରେ ଅକସ୍ମିକ ଗ୍ୟାସ ଲିକ ହୋଇଥିଲା। ସିଲିଣ୍ଡର ଫାଟି ତାଙ୍କ ଦେହରେ ନିଆଁ ଲାଗିଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ସୁବାସିନୀଙ୍କ ପରିବାରକୁ ଏନେଇ କ୍ଷତିପୂରଣ ପ୍ରଦାନ ପାଇଁ ମୋହନା ସ୍ଥିତ ବିଷ୍ଣୁପ୍ରିୟା ଇଣ୍ଡେନ ଗ୍ୟାସ ବିକ୍ରେତା ଏଜେନ୍ସି ନିକଟରେ ଆବେଦନ କରାଯାଇଥିଲା। ଆଜି ଭୁବନେଶ୍ୱର ସ୍ଥିତ ଇଣ୍ଡେନ ଗ୍ୟାସ ଆଞ୍ଚଳିକ କାର୍ଯ୍ୟାଳୟ ଠାରେ ସୁବାସିନୀଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ବାବଦକୁ ୬ ଲକ୍ଷ ୨୨ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story