ଓଲଟିଲା ଗ୍ୟାସ୍ ବୋଝେଇ ଟ୍ୟାଙ୍କର, ରାସ୍ତା ସିଲ୍

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ଓଲଟିଲା ଗ୍ୟାସ୍ ବୋଝେଇ ଟ୍ୟାଙ୍କର। ଗଞ୍ଜାମ ଜିଲ୍ଲା ଛତ୍ରପୁର ତାମ୍ପର ନିକଟରେ ଘଟିଛି ଏହି ଦୁର୍ଘଟଣା। ଘନ କୁହୁଡି ଯୋଗୁଁ ଭାରସାମ୍ୟ ହରାଇ ଟ୍ୟାଙ୍କରଟି ଓଲଟି ପଡିଥିବା ଜଣାପଡିଛି। ସୁରକ୍ଷା ଦୃଷ୍ଟିରୁ ରାଜପଥର ଦୁଇ ପାର୍ଶ୍ୱକୁ ସିଲ୍ କରାଯାଇଛି। ଫଳରେ ୧୬ ନମ୍ବର ଜାତୀୟ ରାଜପଥ ଉପରେ ଗାଡି ଚଳାଚଳ ପ୍ରଭାବିତ ହୋଇଛି। ସୂଚନା ଅନୁଯାୟୀ, ଇନ୍ଧନ ଗ୍ୟାସ୍ ବୋଝେଇ ଏହି ଟ୍ୟାଙ୍କରଟି ବିଶାଖାପାଟରାରୁ ଜଟଣୀକୁ ଏଚପି ଗ୍ୟାସ ନେଇ ଫେରୁଥିଲା। ଘନ କୁହୁଡି […]

Tanker

Tanker

Madhupriya Mistry
  • Published: Wednesday, 13 January 2021
  • Updated: 13 January 2021, 10:40 AM IST

Sports

Latest News

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ଓଲଟିଲା ଗ୍ୟାସ୍ ବୋଝେଇ ଟ୍ୟାଙ୍କର। ଗଞ୍ଜାମ ଜିଲ୍ଲା ଛତ୍ରପୁର ତାମ୍ପର ନିକଟରେ ଘଟିଛି ଏହି ଦୁର୍ଘଟଣା। ଘନ କୁହୁଡି ଯୋଗୁଁ ଭାରସାମ୍ୟ ହରାଇ ଟ୍ୟାଙ୍କରଟି ଓଲଟି ପଡିଥିବା ଜଣାପଡିଛି। ସୁରକ୍ଷା ଦୃଷ୍ଟିରୁ ରାଜପଥର ଦୁଇ ପାର୍ଶ୍ୱକୁ ସିଲ୍ କରାଯାଇଛି। ଫଳରେ ୧୬ ନମ୍ବର ଜାତୀୟ ରାଜପଥ ଉପରେ ଗାଡି ଚଳାଚଳ ପ୍ରଭାବିତ ହୋଇଛି।

ସୂଚନା ଅନୁଯାୟୀ, ଇନ୍ଧନ ଗ୍ୟାସ୍ ବୋଝେଇ ଏହି ଟ୍ୟାଙ୍କରଟି ବିଶାଖାପାଟରାରୁ ଜଟଣୀକୁ ଏଚପି ଗ୍ୟାସ ନେଇ ଫେରୁଥିଲା। ଘନ କୁହୁଡି ଯୋଗୁଁ ହଠାତ୍ ଛତ୍ରପୁର ଜାତୀୟ ରାଜପଥ ତାମ୍ପରା ନିକଟରେ ଭାରସାମ୍ୟ ହରାଇ ଓଲଟିପଡିଥିଲା । ତେବେ ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ ଡ୍ରାଇଭର କିମ୍ବା ହେଲପରଙ୍କ କୌଣସି କ୍ଷତି ହୋଇନାହିଁ। ସେପଟେ ଗ୍ୟାସ ବୋଝେଇ ଟ୍ୟାଙ୍କର ଓଲଟିବା ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡି ଅଟିକି ରହିଛି ।

ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍ ଲିଙ୍କ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଉକ୍ତ ଅଞ୍ଚଳକୁ ନଆସିବା ପାଇଁ ଡାକବାଜି ଯନ୍ତ୍ର ସାହାଯ୍ୟରେ ଅଗ୍ନିଶମବାହିନୀ ଲୋକଙ୍କୁ ସଚେତନ କରୁଛି। ଘଟଣାସ୍ଥଳରେ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଗ୍ୟାସ୍ ଲିକ୍ ବନ୍ଦ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଟ୍ୟାଙ୍କର ଉପରେ ପାଣି ସିଞ୍ଚନ କରାଯାଉଛି। ଏହା ଦ୍ୱାରା ଗ୍ୟାସ୍ ଲିକ ହେବ ଅଳ୍ପ ମାତ୍ରାରେ କମିଯିବ ବୋଲି ସୂଚନା ମିଳିଛି। ସେପଟେ ଅଗ୍ନିଶମ ବାହିନୀ ଏକ ଟେକନିକାଲ ଟିମକୁ ଖବର ଦେଇଛି। ସହି ଟିମ ଆସିବା ପରେ ଟ୍ୟାଙ୍କରରୁ ଗ୍ୟାସ ଖାଲି କରାଯିବ ବୋଲି ସୂଚନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story