ତାଙ୍କ ଘୋଡ଼ାକୁ ଅଟକାଇ ପାରିନି ଦାରିଦ୍ର୍ୟର ଲଗାମ, ଦିଲ୍ଲୀ ଦେଲା ବଡ଼ ସମ୍ମାନ

ଚୌଦ୍ୱାର (ପ୍ରକାଶ କୁମାର ନାୟକ): ଓଡ଼ିଶାର ଅନ୍ୟତମ ଲୋକନୃତ୍ୟ ହେଉଛି ଘୋଡ଼ାନାଚ। ଏହାକୁ ବଞ୍ଚାଇ ରଖିବା ପାଇଁ ସେ କରିଥିଲେ ଆଜୀବନ ତପସ୍ୟା। ଏହି ସାଧନା ଓ ତପସ୍ୟା ତାଙ୍କୁ ଆଜି ଦେଇଛି ଏକ ବିରାଟ ସ୍ୱୀକୃତି। ପଦ୍ମ ପୁରସ୍କାର ପାଇଁ ଘୋଷଣା ହୋଇଛି ତାଙ୍କ ନାଁ। ସେ ହେଉଛନ୍ତି ଡକ୍ଟର ଉତ୍ସବ ଚରଣ ଦାସ। ନିଜ ପେଟ ଓ ପରିବାର କଥା ଭୁଲି, ସରକାରୀ ଚାକିରିକୁ ଭୃକ୍ଷେପ ନକରି ଘୋଡ଼ାନାଚକୁ ସେ ବଞ୍ଚାଇ ରଖିଛନ୍ତି। ଘୋଡ଼ାନାଚର […]

utsab-charan-das

utsab-charan-das

Manoranjan Sial
  • Published: Thursday, 06 February 2020
  • Updated: 06 February 2020, 06:17 PM IST

Sports

Latest News

ଚୌଦ୍ୱାର (ପ୍ରକାଶ କୁମାର ନାୟକ): ଓଡ଼ିଶାର ଅନ୍ୟତମ ଲୋକନୃତ୍ୟ ହେଉଛି ଘୋଡ଼ାନାଚ। ଏହାକୁ ବଞ୍ଚାଇ ରଖିବା ପାଇଁ ସେ କରିଥିଲେ ଆଜୀବନ ତପସ୍ୟା। ଏହି ସାଧନା ଓ ତପସ୍ୟା ତାଙ୍କୁ ଆଜି ଦେଇଛି ଏକ ବିରାଟ ସ୍ୱୀକୃତି। ପଦ୍ମ ପୁରସ୍କାର ପାଇଁ ଘୋଷଣା ହୋଇଛି ତାଙ୍କ ନାଁ। ସେ ହେଉଛନ୍ତି ଡକ୍ଟର ଉତ୍ସବ ଚରଣ ଦାସ। ନିଜ ପେଟ ଓ ପରିବାର କଥା ଭୁଲି, ସରକାରୀ ଚାକିରିକୁ ଭୃକ୍ଷେପ ନକରି ଘୋଡ଼ାନାଚକୁ ସେ ବଞ୍ଚାଇ ରଖିଛନ୍ତି।

ଘୋଡ଼ାନାଚର ବିନ୍ଧାଣୀ ଡକ୍ଟର ଉତ୍ସବ ଚରଣ ଦାସ। ସେ କେତେବେଳେ ପୌରାଣିକ କଥାବସ୍ତୁ ତ ଆଉ କେତେବେଳେ ଲୋକକଥା ଓ ଜନ ସଚେତନତା ବାର୍ତ୍ତା। ସବୁକୁ ସଂଗୀତର ରୂପ ଦେଇ ସାଥୀ କଳାକାରଙ୍କ ସହ ଦେଶର କୋଣ ଅନୁକୋଣରେ ଘୋଡ଼ାନାଚ ପ୍ରଦର୍ଶନ କରୁଛନ୍ତି। ନିଜ ପେଟ ପାଇଁ ନୁହେଁ, ବରଂ ଓଡ଼ିଶାର ଅନ୍ୟତମ ଏହି ଲୋକନୃତ୍ୟ ଘୋଡ଼ାନାଚକୁ ବଞ୍ଚାଇ ରଖିବା ପାଇଁ ସେ ଆଜୀବନ ସଂଘର୍ଷରତ। ତାଙ୍କର ଏହି ସାଧନା ଓ ଉତ୍ସର୍ଗ ପାଇଁ ବିଭିନ୍ନ ସଂସ୍ଥା, ସଂଗଠନ ଓ ସରକାରଙ୍କ ପକ୍ଷରୁ ମିଳିଛି ବହୁ ସମ୍ମାନ ଓ ସ୍ୱୀକୃତି। ତେବେ ନିକଟରେ ପଦ୍ମଶ୍ରୀ ସମ୍ମାନ ପାଇଁ ଉତ୍ସବ ଚରଣଙ୍କ ନାଁ ଘୋଷଣା ପରେ ଏବେ ତାଙ୍କୁ ଛୁଟିଛି ଶୁଭେଚ୍ଛାର ସୁଅ। ଏତେ ଦିନର ତପସ୍ୟାକୁ ସ୍ୱୀକୃତି ମିଳିଥିବାରୁ ଉତ୍ସବ ଖୁବ୍ ଖୁସି ଥିବା ବେଳେ, ଆଗକୁ ଏହି କଳାକୁ ବିଦେଶରେ ଲୋକପ୍ରିୟ କରିବା ପାଇଁ ଲକ୍ଷ୍ୟ ରଖିଥିବା କହିଛନ୍ତି।

କଟକ ଜିଲ୍ଲା ଟାଙ୍ଗୀ ମଣିଆ ଗାଁରେ ଜନ୍ମଗ୍ରହଣ କରିଛନ୍ତି ଡକ୍ଟର ଉତ୍ସବ ଚରଣ ଦାସ। କିନ୍ତୁ ପିଲା ଦିନ କଟିଛି ଚୌଦ୍ୱାର ସ୍ଥିତ ନିଜ ମାମୁ ଘରେ। ଅଷ୍ଟମ ଶ୍ରେଣୀରେ ପାଠ ପଢ଼ିବା ବେଳେ ତାଙ୍କୁ ମୋହ ଗ୍ରସ୍ତ କରିଥିଲା ଘୋଡ଼ାନାଚ। ସରକାରୀ ଚାକିରି ମିଳିଥିଲେ ମଧ୍ୟ ତାକୁ ଅଣଦେଖା କରି ସେ ୧୯୬୪ ମସିହାରେ ସଂଗୀତ ଶିକ୍ଷା ଅନୁଷ୍ଠାନ ଆରମ୍ଭ କରିଥିଲେ। ଲକ୍ଷ୍ୟ ଥିଲା, ବର୍ଷକୁ ଥରୁଟିଏ ଚୈତ୍ର ପୂର୍ଣ୍ଣିମାରେ ନାଚୁଥିବା ଘୋଡ଼ାକୁ ସେ ବର୍ଷ ତମାମ୍ ସଜୀବ ରଖିବେ। ସେବେଠୁ ସାଥୀ କଳାକାରଙ୍କ ସହ ତାଙ୍କର ଏହି ଯାତ୍ରା ଚାଲିଛି। ଅର୍ଥ ଅଭାବରୁ ଏବେ ସୁଦ୍ଧା ଘରଟିଏ କରିପାରିନାହାନ୍ତି। ଭଡ଼ାଘରେ ରହୁଛନ୍ତି। ତଥାପି ଥମିନି ଘୋଡ଼ାନାଚ ଝୁଙ୍କ। ପଦ୍ମ ପୁରସ୍କାର ପାଇଁ ତାଙ୍କ ନାଁ ଘୋଷଣା ପରେ କଟକ ଉପଜିଲ୍ଲାପାଳ ଶୁଭ୍ରାଂଶୁ ଶେଖର ମିଶ୍ର ଉତ୍ସବଙ୍କ ଘରକୁ ଯାଇ ଶୁଭେଚ୍ଛା ଜଣାଇବା ସହ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story