ଜି. ଉଦୟଗିରି: ଗ୍ୟାସ ଟାଙ୍କି ଫାଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ, ମହିଳା ଗୁରୁତର

ଜି. ଉଦୟଗିରି:  ଜି. ଉଦୟଗିରି ସ୍ଥିତ କ୍ଲବ ସାହିରେ ଟୁନା ସାହୁଙ୍କ ରୋଷେଇ ଘରେ ଗ୍ୟାସ ଟାଙ୍କି ଫାଟିଯିବାରୁ ଘରର ଟିଣ ଉଡିଯିବା ସହ  ଲକ୍ଷାଧିକ ଟଙ୍କାର  ସମ୍ପତ୍ତି ନଷ୍ଟ ହୋଇଯାଇଛି। ଏହି ଦୁର୍ଘଟଣାରେ ଜଣେ ମହିଳା ଗୁରୁତର ଥିବାରୁ  ତାଙ୍କୁ ବ୍ରହ୍ମପୁର ମେଡିକାଲ ପରେ କଟକ ସ୍ତାନାନ୍ତର କରାଯାଇଛି। ନିଆଁ ଚାରିଆଡକୁ ବ୍ୟାପିଯିବାରୁ  ୨ଟି ପୋଡଶୀ ଘର ମଧ୍ୟ କ୍ଷତିଗସ୍ତ ହୋଇଛି।

gas

Rakesh Mallick
  • Published: Monday, 27 July 2015
  • , Updated: 27 July 2015, 06:53 AM IST

Related story