ଗିନିଜ୍‌ ରେକର୍ଡ କଲେ ସୁଦର୍ଶନ ପଟ୍ଟନାୟକ

ପୁରୀ: ପୁରୀ ବେଳାଭୂମିରେ ୪୮ ଫୁଟରୁ ଅଧିକ ଉଚ୍ଚାର ବାଲୁକା ସ୍ତୁପ ନିର୍ମାଣ କରି ଗିନିଜ୍‌ ବୁକ୍‌ ଅଫ ୱେର୍ଲ୍ଡ ରେକଡ କରିଛନ୍ତି ସୁଦର୍ଶନ ପଟ୍ଟନାୟକ। ସୁଦର୍ଶନଙ୍କ ନେତୃତ୍ୱରେ ତାଙ୍କ ସ୍ୟାଣ୍ଡ ଆର୍ଟ ଇନ୍‌ଷ୍ଟିଚ୍ୟୁଟ୍‌ର ୪୫ ଜଣ ଛାତ୍ରଛାତ୍ରୀ ନିର୍ମାଣ କରିଛନ୍ତି ଏହି ବିଶାଳ ବାଳୁକା କଳା। ଏଥିପାଇଁ ସେମାନଙ୍କୁ ଏକ ସପ୍ତାହ ପରିଶ୍ରମ କରିବାକୁ ପଡିଥିଲା। ବିଶ୍ୱଶାନ୍ତି ବରର୍ତ୍ତା ପ୍ରଦାନ କରୁଥିବା ଏହି ବାଲୁକା ସ୍ତୁପରେ ମହାତ୍ମା ଗାନ୍ଧି, ଗୌତମ ବୁଦ୍ଧ ଓ ନେଲସନ୍‌ ମାଣ୍ଡେଲାଙ୍କ […]

sudarsana

Rakesh Mallick
  • Published: Friday, 10 February 2017
  • , Updated: 10 February 2017, 09:25 PM IST

ପୁରୀ: ପୁରୀ ବେଳାଭୂମିରେ ୪୮ ଫୁଟରୁ ଅଧିକ ଉଚ୍ଚାର ବାଲୁକା ସ୍ତୁପ ନିର୍ମାଣ କରି ଗିନିଜ୍‌ ବୁକ୍‌ ଅଫ ୱେର୍ଲ୍ଡ ରେକଡ କରିଛନ୍ତି ସୁଦର୍ଶନ ପଟ୍ଟନାୟକ। ସୁଦର୍ଶନଙ୍କ ନେତୃତ୍ୱରେ ତାଙ୍କ ସ୍ୟାଣ୍ଡ ଆର୍ଟ ଇନ୍‌ଷ୍ଟିଚ୍ୟୁଟ୍‌ର ୪୫ ଜଣ ଛାତ୍ରଛାତ୍ରୀ ନିର୍ମାଣ କରିଛନ୍ତି ଏହି ବିଶାଳ ବାଳୁକା କଳା। ଏଥିପାଇଁ ସେମାନଙ୍କୁ ଏକ ସପ୍ତାହ ପରିଶ୍ରମ କରିବାକୁ ପଡିଥିଲା। ବିଶ୍ୱଶାନ୍ତି ବରର୍ତ୍ତା ପ୍ରଦାନ କରୁଥିବା ଏହି ବାଲୁକା ସ୍ତୁପରେ ମହାତ୍ମା ଗାନ୍ଧି, ଗୌତମ ବୁଦ୍ଧ ଓ ନେଲସନ୍‌ ମାଣ୍ଡେଲାଙ୍କ ପରି ମହାମନିଷଙ୍କ ପ୍ରତିକୃତି ସ୍ଥାନ ପାଇଛି।

ଆମେରିକାର ଜଣେ ବାଲୁକା ଶିଳ୍ପଙ୍କ ନାଁରେ ପୂର୍ବରୁ ଏହି ରେକର୍ଡ ଥିଲା।

Related story