ଘରେ ପଶି ନାବାଳିକାଙ୍କୁ ଉଠାଇ ନେଲେ ୪ ଯୁବକ

ମୋହନା(ମିହିର ଯତି): ଗଜପତି ଜିଲ୍ଲା ଅଡ଼ବା ଥାନା ଅଞ୍ଚଳରେ ରାତିରେ ଅଧରେ ଘରେ ପଶି ଜଣେ ନାବାଳିକାଙ୍କୁ ୪ ଜଣ ଯୁବକ ଉଠାଇ ନେଇଥିବା ଅଭିଯୋଗ ହୋଇଛି। ଏନେଇ ନାବାଳିକାର ମାଆ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି। ଅଭିଯୋଗ ଅନୁସାରେ, ଗତକାଲି ରାତି ପ୍ରାୟ ୨ଟା ବେଳେ ଘରେ ସମସ୍ତେ ଶୋଇଥିବା ବେଳେ ଅଡ଼ବା ଗାଁର ଜଣେ ଯୁବକ ଘର ପଛ ପଟ ଛାତ ଉପରେ ଚଢ଼ି ନାବାଳିକାଙ୍କୁ ଉଠାଇ […]

police

police

Jyoshna Pradhan
  • Published: Tuesday, 10 December 2019
  • Updated: 10 December 2019, 01:48 PM IST

Sports

Latest News

ମୋହନା(ମିହିର ଯତି): ଗଜପତି ଜିଲ୍ଲା ଅଡ଼ବା ଥାନା ଅଞ୍ଚଳରେ ରାତିରେ ଅଧରେ ଘରେ ପଶି ଜଣେ ନାବାଳିକାଙ୍କୁ ୪ ଜଣ ଯୁବକ ଉଠାଇ ନେଇଥିବା ଅଭିଯୋଗ ହୋଇଛି। ଏନେଇ ନାବାଳିକାର ମାଆ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

ଅଭିଯୋଗ ଅନୁସାରେ, ଗତକାଲି ରାତି ପ୍ରାୟ ୨ଟା ବେଳେ ଘରେ ସମସ୍ତେ ଶୋଇଥିବା ବେଳେ ଅଡ଼ବା ଗାଁର ଜଣେ ଯୁବକ ଘର ପଛ ପଟ ଛାତ ଉପରେ ଚଢ଼ି ନାବାଳିକାଙ୍କୁ ଉଠାଇ ନେଇଥିଲା। ନାବାଳିକାଙ୍କ ମାଆ ଓ ଜେଜେ ବାପା ପ୍ରତିବାଦ କରିଥିଲେ। ତେବେ ସେ ସେମାନଙ୍କୁ ମାଡ଼ ମାରି ଝିଅକୁ ନେଇ ପଳାଇଥିଲା। ଏପରିକି ନାବାଳିକାଙ୍କ ମାଆଙ୍କ ବେକରୁ ୩ ଭରିର ସୁନା ଚେନ୍‌ ମଧ୍ୟ ଛିଣ୍ଡାଇ ନେଇଥିଲା।

ଯୁବକ ଜଣକ ନାବାଳିକାଙ୍କୁ ଅପହରଣ କରିବା ବେଳେ ଗାଁର ଆଉ କିଛି ଯୁବକ ସହଯୋଗ କରିଥିବା ଅଭିଯୋଗ ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story