ଚାକିରି ପ୍ରଲୋଭନ ଦେଖାଇ ଅସଦାଚରଣ ଅଭିଯୋଗ

ସୋର(ଶଶିକାନ୍ତ ବେହେରା ): ଏକ ଘରୋଇ ବ୍ୟାଙ୍କରେ ଚାକିରି କରାଇ ଦେବାର ପ୍ରଲୋଭନ ଦେଖାଇ ଜଣେ ଯୁବତୀଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଗୋପାଳପୁର ବଜାରସ୍ଥିତ ଏକ ଘରୋଇ ବ୍ୟାଙ୍କ କର୍ମଚାରୀଙ୍କ ନାଁରେ ଏପରି ସାଂଘାତିକ ଅଭିଯୋଗ ଆସିଛି

ଜଣେ ଯୁବତୀଙ୍କୁ ଚାକିରି କରାଇ ଦେବାକୁ କହି ବ୍ୟକ୍ତିଜଣକ ତାଙ୍କୁ ଅସଦାଚରଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି।  ଜୁଣିଆ ବଜାରରେ ଘରଭଡ଼ା ନେଇ ରହୁଥିବା ସମ୍ପୃକ୍ତ ବ୍ୟାଙ୍କ କର୍ମଚାରୀ ଯୁବତୀଙ୍କୁ ଚାକିରିର ପ୍ରଲୋଭନ ଦେଖାଇ ରୁମ୍‌କୁ ଡାକିଥିଲେ । ଏହାପରେ ଅସଦାଚରଣ କରିଥିବା ନେଇ ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି ପୀଡ଼ିତା । ଏନେଇ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି ପୁଲିସ୍‌।

ଆହୁରି ପଢ଼ନ୍ତୁ

ବିଏମସିର ନିଷ୍ପତ୍ତି ଅଗଣତାନ୍ତ୍ରିକ, ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ୯ଟି ବିରୋଧୀ ଦଳର ନେତା

ଓଏଏସ ଅଫିସରସ୍ତରରେ ଅଦଳବଦଳ; କାହାକୁ କଣ ମିଳିଲା ପଢ଼ନ୍ତୁ

ସାଙ୍ଗ ହୋଇ ଚାଲିଗଲେ ଦୁଇ ଭଉଣୀ; କାରଣ ଅସ୍ପଷ୍ଟ

ରଞ୍ଜନଙ୍କୁ ଟାଣି ନେଲା କୁମ୍ଭୀର

ଟିପିଏସ୍‌ଏଲ୍‌ କାରଖାନା ବିସ୍ଫୋରଣ ଘଟଣାରେ ଜଣେ ଶ୍ରମିକ ମୃତ

ସିଡିଏ ସେକ୍ଟର ୯ରୁ ଉଠିଲା କଣ୍ଟେନ୍‌ମେଣ୍ଟ୍‌

କାର୍‌ରେ ପ୍ରେସ୍ ଲେଖି ଡେରା ପକାଇଥିଲେ, ହେଲେ ଫନ୍ଦି ଧରାପଡ଼ିଲା

ଆଜି ଛତିଶା ନିଯୋଗ ଓ ପରିଚାଳନା କମିଟି ବୈଠକ

ଘରେ ବସି ଅନ୍‌ଲାଇନରେ ପରୀକ୍ଷା ଦେଇପାରିବେ ଡିପ୍ଲୋମା ଛାତ୍ରଛାତ୍ରୀ

ଭିଜିଲାନ୍ସ ଜାଲରେ ପୌର ପରିଷଦ ନିର୍ବାହୀ ଅଧିକାରୀ

ମାର୍କୋଣା ପଞ୍ଚାୟତ ୪୮ ଘଣ୍ଟା ଶଟ୍‌ଡାଉନ୍‌

ଆଶାକର୍ମୀଙ୍କ ପାଇଁ ମୋବାଇଲ କିଣାରେ ହୋଇଛି ବ୍ୟାପକ ଦୁର୍ନୀତି: କଂଗ୍ରେସ