ଗୋଚାଲାଣ ସମସ୍ୟା: ଷ୍ଟିଲସିଟିରେ ୫ ପ୍ଲାଟୁନ ପୋଲିସ ମୁତୟନ

ରାଉରକେଲା: ଗୋଚାଲାଣକୁ କେନ୍ଦ୍ରକରି ଷ୍ଟିଲସିଟି ରାଉରକେଲାରେ ବାରମ୍ୱାର ଉତ୍ତେଜନା ଦେଖାଦେଉଛି। ଯାହା ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଦିନକୁ ଦିନ ପରିସ୍ଥିତି ଜଟିଳ ହେଉଥିବାରୁ ଏହାକୁ ନିୟନ୍ତ୍ରଣ କରିବାକୁ ପ୍ରଶାସନ ଅଣ୍ଟା ଭିଡିଛି । ଏପରି ପରିସ୍ଥିତିରେ ଷ୍ଟିଲସିଟିରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୫ ପ୍ଲାଟୁନ ପୁଲିସ୍ ମୁତୟନ କରାଯିବା ସହ ପ୍ରଶାସନିକ ସ୍ତରରେ ଶାନ୍ତି କମିଟି ଗଠନ କରାଯାଇଛି । ଏ ନେଇ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ […]

ganjei

Rakesh Mallick
  • Published: Thursday, 04 June 2015
  • , Updated: 04 June 2015, 04:18 AM IST

ରାଉରକେଲା: ଗୋଚାଲାଣକୁ କେନ୍ଦ୍ରକରି ଷ୍ଟିଲସିଟି ରାଉରକେଲାରେ ବାରମ୍ୱାର ଉତ୍ତେଜନା ଦେଖାଦେଉଛି। ଯାହା ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଦିନକୁ ଦିନ ପରିସ୍ଥିତି ଜଟିଳ ହେଉଥିବାରୁ ଏହାକୁ ନିୟନ୍ତ୍ରଣ କରିବାକୁ ପ୍ରଶାସନ ଅଣ୍ଟା ଭିଡିଛି । ଏପରି ପରିସ୍ଥିତିରେ ଷ୍ଟିଲସିଟିରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୫ ପ୍ଲାଟୁନ ପୁଲିସ୍ ମୁତୟନ କରାଯିବା ସହ ପ୍ରଶାସନିକ ସ୍ତରରେ ଶାନ୍ତି କମିଟି ଗଠନ କରାଯାଇଛି । ଏ ନେଇ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଉରକେଲା ଉପଜିଲ୍ଲାପାଳ ହିମାଂଶୁ ଶେଖର ବେହେରା, ସୁନ୍ଦରଗଡ଼ ଏସପି ଆର୍. ପ୍ରକାଶଙ୍କ ସମେତ ସହରର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ସହରବାସୀଙ୍କୁ ଶାନ୍ତି ରକ୍ଷା ଲାଗି ନିବେଦନ କରିଛନ୍ତି।

Related story