ଆଜି ଜେଲରୁ ବାହାରିବେ ବାବା !

କଟକ(ଓଡ଼ିଶା ରିପୋର୍ଟର)ଆଜି ଜେଲ୍ ରୁ ମୁକୁଳିପାରନ୍ତି ସାରଥି ଓରଫ୍ ସନ୍ତୋଷ ରାଉଳ। କେନ୍ଦ୍ରାପଡ଼ା SDJM କୋର୍ଟରେ ବେଲ୍ ବଣ୍ଡ୍ ଦାଖଲ ହୋଇଛି। ସେଠାରୁ ରିପୋର୍ଟ ଆସିବା ପରେ ସାରଥୀ ଜେଲରୁ ମୁକୁଳିବାର ସମ୍ଭାବନା ରହିଛି। ପୂର୍ବରୁ କେନ୍ଦ୍ରାପଡ଼ା ବାରିମୂଳ ଆଶ୍ରମ ଅନ୍ତେବାସିନୀ ମା’ ଓ ଝିଅଙ୍କ ମାମଲାରେ ହାଇକୋର୍ଟ ସାରଥିଙ୍କୁ ଜାମିନ ପ୍ରଦାନ କରିଛନ୍ତି । ୨ ଲକ୍ଷ ଟଙ୍କାର ୨ ଜାମିନଦାରଙ୍କ ବଦଳରେ କୋର୍ଟ ଜାମିନ ଦେବା ସହ ସାକ୍ଷୀଙ୍କୁ ପ୍ରଭାବିତ ନ କରିବା ଲାଗି […]

890

890

Tapas Behera
  • Published: Thursday, 25 July 2019
  • Updated: 25 July 2019, 04:51 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର)ଆଜି ଜେଲ୍ ରୁ ମୁକୁଳିପାରନ୍ତି ସାରଥି ଓରଫ୍ ସନ୍ତୋଷ ରାଉଳ। କେନ୍ଦ୍ରାପଡ଼ା SDJM କୋର୍ଟରେ ବେଲ୍ ବଣ୍ଡ୍ ଦାଖଲ ହୋଇଛି। ସେଠାରୁ ରିପୋର୍ଟ ଆସିବା ପରେ ସାରଥୀ ଜେଲରୁ ମୁକୁଳିବାର ସମ୍ଭାବନା ରହିଛି। ପୂର୍ବରୁ କେନ୍ଦ୍ରାପଡ଼ା ବାରିମୂଳ ଆଶ୍ରମ ଅନ୍ତେବାସିନୀ ମା’ ଓ ଝିଅଙ୍କ ମାମଲାରେ ହାଇକୋର୍ଟ ସାରଥିଙ୍କୁ ଜାମିନ ପ୍ରଦାନ କରିଛନ୍ତି ।

୨ ଲକ୍ଷ ଟଙ୍କାର ୨ ଜାମିନଦାରଙ୍କ ବଦଳରେ କୋର୍ଟ ଜାମିନ ଦେବା ସହ ସାକ୍ଷୀଙ୍କୁ ପ୍ରଭାବିତ ନ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି।  ତଳ କୋର୍ଟ ଚାହିଁଲେ ତାଙ୍କ ଜାମିନ ଉପରେ ଅଧିକ ସର୍ତ୍ତ ରଖିପାରିବେ ବୋଲି କହିଛନ୍ତି କୋର୍ଟ ।

୨୦୧୫ ଅଗଷ୍ଟ ୮ରେ ଗିରଫ ହୋଇଥିବା ସାରଥିଙ୍କ ବିରୋଧରେ ମୋଟ୍ ୩ଟି ମାମଲା ଥିବା ବେଳେ ପୂର୍ବରୁ ସେ ଅନ୍ୟ ମାମଲାରେ ଜାମିନ ପାଇସାରିଛନ୍ତି। ଗିରଫ ବେଳେ ସାରଥୀଙ୍କ ବାରିମୂଳ ଆଶ୍ରମରୁ ୧୫ କେଜିର ରୂପା, ୫୧ କେଜିର ମୁଦ୍ରା, ୫୪.୧ ଗ୍ରାମର ସୁନା ମିଳିବା ସହ ଆଶ୍ରମରୁ ୨ଟି ଖଣ୍ଡା ଜବତ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story