ଏୟାରପୋର୍ଟରେ ଧରାପଡିଲା ସୁନା ସ୍ମଗଲର: ୩୩ଟି ବିସ୍କୁଟ ଜବତ

Ordigital Desk
  • Published: Wednesday, 15 November 2017
  • , Updated: 15 November 2017, 09:04 PM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଏୟାରପୋର୍ଟରୁ ବଡ ଧରଣର ସୁନା ସ୍ମଗଲିଂ ରାକେଟର ପର୍ଦ୍ଦାଫଶ ହୋଇଛି। ଭୁବନେଶ୍ୱର ବିମାନ ବନ୍ଦରରେ ଓହ୍ଲାଇଥିବା ଜଣେ ଯାତ୍ରୀଙ୍କଠାରୁ ଏୟାରପୋର୍ଟ କଷ୍ଟମ ଅଧିକାରୀମାନେ ୩୩ଟି ସୁନା ବିସ୍କୁଟ୍ ଜବତ କରିଛନ୍ତି। ଜବତ ସୁନା ବିସ୍କୁଟର ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ। ଯାତ୍ରୀ ଜଣଙ୍କୁ ଏୟାରପୋର୍ଟ କଷ୍ଟମ ଅଧିକାରୀମାନେ ଗିରଫ କରିଛନ୍ତି। ସେ କ୍ୱାଲାଆଲମ୍ପୁରରୁ ଭୁବନେଶ୍ୱର ଆସିଥିଲେ।</p>

Related story