ଗ୍ରାହକ ସାଜି ସୁନା ଲୁଟ୍‌:୨୦ ହଜାର ଟଙ୍କାର କିଣିଲେ, ଡବା ଧରି ଚମ୍ପଟ ମାରିଲେ

ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର )ଗ୍ରାହକ ସାଜି ଗହଣା ଦୋକାନରୁ ଲୁଟ୍। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଠାରୁ ମାତ୍ର ୧୦୦ମିଟର ଦୂର ଗହଣା ଦୋକାନରୁ ଦିନ ଦ୍ୱିପ୍ରହରରେ ହୋଇଛି ଲୁଟ୍ । ବାଣପୁର ସହରର ଭଗବତୀ ଜୁଏଲାରୀରେ ପ୍ରଥମେ ଜଣେ ବ୍ୟକ୍ତି ଗ୍ରାହକ ସାଜି ୨୦ ହଜାର ଟଙ୍କାର ସୁନା କିଣିଲେ। ପରେ ଦୋକାନୀକୁ ବିଭ୍ରାନ୍ତ କରି  ସୁନା ମୁଦି ଡବାକୁ ଝାମ୍ପି ଚମ୍ପଟ ମାରିଥିଲା।  ସିସିଟିଭିରେ ଏହି ଦୃଶ୍ୟ କଏଦ ହୋଇଥିବା ବେଳେ  ସୁନା ଦୋକାନୀ ଏନେଇ […]

4-90

4-90

Tapas Behera
  • Published: Sunday, 22 September 2019
  • Updated: 22 September 2019, 06:00 PM IST

Sports

Latest News

ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର )ଗ୍ରାହକ ସାଜି ଗହଣା ଦୋକାନରୁ ଲୁଟ୍। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଠାରୁ ମାତ୍ର ୧୦୦ମିଟର ଦୂର ଗହଣା ଦୋକାନରୁ ଦିନ ଦ୍ୱିପ୍ରହରରେ ହୋଇଛି ଲୁଟ୍ । ବାଣପୁର ସହରର ଭଗବତୀ ଜୁଏଲାରୀରେ ପ୍ରଥମେ ଜଣେ ବ୍ୟକ୍ତି ଗ୍ରାହକ ସାଜି ୨୦ ହଜାର ଟଙ୍କାର ସୁନା କିଣିଲେ। ପରେ ଦୋକାନୀକୁ ବିଭ୍ରାନ୍ତ କରି  ସୁନା ମୁଦି ଡବାକୁ ଝାମ୍ପି ଚମ୍ପଟ ମାରିଥିଲା।  ସିସିଟିଭିରେ ଏହି ଦୃଶ୍ୟ କଏଦ ହୋଇଥିବା ବେଳେ  ସୁନା ଦୋକାନୀ ଏନେଇ ବାଣପୁର ଥାନାରେ ଏତଲା ଦେଇଛନ୍ତି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story