ବିମାନବନ୍ଦରରୁ ଧରା ପଡ଼ିଲା ସୁନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଣି ଭୁବନେଶ୍ୱର ବିମାନବନ୍ଦରରୁ ଧରାପଡ଼ିଲା ଚୋରାସୁନା।  ମାଲେସିଆରୁ ମଦୁରାଇ ଭାୟା ଭୁବନେଶ୍ୱର ଦେଇ ଚାଲିଥିଲା ସୁନା ଚୋରା ଚାଲାଣ। ପ୍ରାୟ ୯ ଲକ୍ଷ ଟଙ୍କା ମୂଲ୍ୟର ୨୧୫ ଗ୍ରାମ ସୁନାକୁ ଜଣେ ବ୍ୟକ୍ତି ହ୍ୟାଣ୍ଡବ୍ୟାଗରେ ଧରି ଆଣିଲା ବେଳେ ଏୟାର ଇଣ୍ଟେଲିଜେନ୍ସ ହାତରେ ଧରାପଡ଼ିଛି। ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବା ପରେ ତାଙ୍କ ନିକଟରୁ କଷ୍ଟମ ବିଭାଗ ୪୮ ଖଣ୍ଡ ଚୋରା ସୁନା ଜବତ କରିଛି। ତାମିଲନାଡୁର ଏହି ବ୍ୟକ୍ତି ଏଜେଣ୍ଟ, ସ୍ମଗଲର ନା କମିଶନ […]

gold-seazed-from-biju-pattnaik-air-port-bhubaneswar

Manoranjan Sial
  • Published: Monday, 20 January 2020
  • Updated: 20 January 2020, 06:53 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଣି ଭୁବନେଶ୍ୱର ବିମାନବନ୍ଦରରୁ ଧରାପଡ଼ିଲା ଚୋରାସୁନା।  ମାଲେସିଆରୁ ମଦୁରାଇ ଭାୟା ଭୁବନେଶ୍ୱର ଦେଇ ଚାଲିଥିଲା ସୁନା ଚୋରା ଚାଲାଣ। ପ୍ରାୟ ୯ ଲକ୍ଷ ଟଙ୍କା ମୂଲ୍ୟର ୨୧୫ ଗ୍ରାମ ସୁନାକୁ ଜଣେ ବ୍ୟକ୍ତି ହ୍ୟାଣ୍ଡବ୍ୟାଗରେ ଧରି ଆଣିଲା ବେଳେ ଏୟାର ଇଣ୍ଟେଲିଜେନ୍ସ ହାତରେ ଧରାପଡ଼ିଛି।

ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବା ପରେ ତାଙ୍କ ନିକଟରୁ କଷ୍ଟମ ବିଭାଗ ୪୮ ଖଣ୍ଡ ଚୋରା ସୁନା ଜବତ କରିଛି। ତାମିଲନାଡୁର ଏହି ବ୍ୟକ୍ତି ଏଜେଣ୍ଟ, ସ୍ମଗଲର ନା କମିଶନ ନେଇ ସ୍ମଗଲିଂ କରୁଥିଲେ, ତାହା ଜଣାପଡ଼ି ନାହିଁ। କଷ୍ଟମ ବିଭାଗର ଏହାର ଖୋଲତାଡ଼ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story