ଭୁବନେଶ୍ୱର ବିମାନବନ୍ଦରରେ ମହିଳା ଯାତ୍ରୀଙ୍କ ଠାରୁ ୨୪ ଲକ୍ଷ ଟଙ୍କାର ସୁନା ଜବତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ବିମାନବନ୍ଦରରୁ ପୁଣି ଧରାପଡ଼ିଲା ସୁନା। ଗତକାଲି ବିମାନବନ୍ଦରରୁ ଜଣେ ମହିଳା ଯାତ୍ରୀଙ୍କଠାରୁ ପ୍ରାୟ ୨୪ ଲକ୍ଷ ଟଙ୍କାର ସୁନା ଜବତ କରାଯାଇଛି। ଦୁବାଇରୁ ଆସୁଥିବା ଏହି ମହିଳାଙ୍କଠାରୁ କଷ୍ଟମ୍‌ ବିଭାଗର ଏୟାର ଇଣ୍ଟେଲିଜେନ୍ସ ୟୁନିଟ୍‌ର ଅଧିକାରୀମାନେ ୭୦୭ ଗ୍ରାମ୍‌ ଓଜନର ସୁନା ଜବତ କରିଛନ୍ତି। ସେହି ମହିଳାଙ୍କୁ ଅଟକ ରଖାଯାଇଛି। ତାଙ୍କ ଘର ମହାରାଷ୍ଟ୍ରରେ ବୋଲି ଜଣାପଡ଼ିଛି। ମହିଳା ଜଣକ ଏୟାର ଇଣ୍ଡିଆ ବିମାନ ଯୋଗେ ଦୁବାଇରୁ ଆସୁଥିଲେ।

gold

gold

Jitendra Garnayak
  • Published: Monday, 04 March 2019
  • Updated: 04 March 2019, 12:24 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ବିମାନବନ୍ଦରରୁ ପୁଣି ଧରାପଡ଼ିଲା ସୁନା। ଗତକାଲି ବିମାନବନ୍ଦରରୁ ଜଣେ ମହିଳା ଯାତ୍ରୀଙ୍କଠାରୁ ପ୍ରାୟ ୨୪ ଲକ୍ଷ ଟଙ୍କାର ସୁନା ଜବତ କରାଯାଇଛି।

ଦୁବାଇରୁ ଆସୁଥିବା ଏହି ମହିଳାଙ୍କଠାରୁ କଷ୍ଟମ୍‌ ବିଭାଗର ଏୟାର ଇଣ୍ଟେଲିଜେନ୍ସ ୟୁନିଟ୍‌ର ଅଧିକାରୀମାନେ ୭୦୭ ଗ୍ରାମ୍‌ ଓଜନର ସୁନା ଜବତ କରିଛନ୍ତି। ସେହି ମହିଳାଙ୍କୁ ଅଟକ ରଖାଯାଇଛି। ତାଙ୍କ ଘର ମହାରାଷ୍ଟ୍ରରେ ବୋଲି ଜଣାପଡ଼ିଛି।

ମହିଳା ଜଣକ ଏୟାର ଇଣ୍ଡିଆ ବିମାନ ଯୋଗେ ଦୁବାଇରୁ ଆସୁଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos