ମାଲବାହୀ ଟ୍ରେନର ୬ ବଗି ଲାଇନ୍‌ଚ୍ୟୁତ, ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ

Ordigital Desk
  • Published: Thursday, 07 December 2017
  • , Updated: 07 December 2017, 09:41 AM IST
<p>କୋରାପୁଟ: କୋରାପୁଟ ଜିଲ୍ଲା ଡୁମୁରୀପୁଟ-ଦାମନଯୋଡ଼ି ଷ୍ଟେସନ ମଝିରେ ଏକ ମାଲବାହୀ ଟ୍ରେନର ୬ଟି ବଗି ଲାଇନ୍&zwnj;ଚ୍ୟୁତ ହୋଇଯାଇଛି। ଘଟଣା ସ୍ଥଳରେ ରେଳ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।&nbsp; ସେହି ରୁଟ୍&zwnj;ରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ୩ଟି ଟ୍ରେନ୍&zwnj;କୁ ବାତିଲ କରାଯାଇଛି। ବାତିଲ୍&zwnj; ଟ୍ରେନ୍ ଗୁଡ଼ିକ ହେଲା ଜଗଦଲପୁର-ହାଓ୍ୱଡା ସମଲେଶ୍ୱରୀ ଏକ୍ସପ୍ରେସ୍ ଓ କୋରାପୁଟ-ବିଶାଖାପାଟଣା ପାସେଞ୍ଜର ଟ୍ରେନ୍। ଗତକାଲି ଭୁବନେଶ୍ୱର ଛାଡ଼ିଥିବା ହୀରାଖଣ୍ଡ ଏକ୍ସପ୍ରେସ୍ ଆଶିଂକ ବାତିଲ ହୋଇଛି।&nbsp; ହୀରାଖଣ୍ଡ ଏକ୍ସପ୍ରେସକୁ ରାୟଗଡ଼ା ଓ ଜଗଦଲପୁର ମଧ୍ୟରେ ଉଭୟ ଦିଗରୁ ବାତିଲ କରାଯାଇଛି।</p>

Related story