ବାବୁ ଭାୟାଙ୍କୁ ଏବେ ବସୁନ୍ଧରା ବିପଦ

ଭଦ୍ରକ/ପାରାଦୀପ/କଟକ(ଓଡ଼ିଶା ରିପୋର୍ଟର):ଜଗତସିଂପୁର ଜିଲ୍ଲାର ବାବୁ ଭାୟାଙ୍କୁ ଏବେ ବସୁନ୍ଧରା ବିପଦ। ରାଜ୍ୟ ସରକାରଙ୍କ ବସୁନ୍ଧରା ଯୋଜନା ଜମି ଜାଲିଆତି ମାମଲାରେ ପଶିଲା ଭିଜିଲାନ୍ସ । ଘନ ଘନ ଚଢ଼ାଉ, ଲଗାତର ଖୋଳତାଡ଼ । ଜଗତସିଂପୁରର ତତ୍କାଳୀନ ଉପଜିଲ୍ଲାପାଳ ମହେନ୍ଦ୍ର ପ୍ରସାଦ ମହାନ୍ତିଙ୍କ ଭୁବନେଶ୍ୱର ସ୍ଥିତ ବାସଭବନ ଉପରେ ଚଢ଼ାଉ କରାଯାଇଛି। ସେହିପରି କୁଜଙ୍ଗର ତତ୍କାଳୀନ ତଥା ବର୍ତ୍ତମାନର ତିହିଡି ତହସିଲଦାର ରମେଶ ଚନ୍ଦ୍ର ପଣ୍ଡାଙ୍କ ଘର ଉପରେ ରେଡ୍‌ କରାଯାଇଛି। ରମେଶଙ୍କୁ ତିହିଡ଼ି ତହସିଲ ଅଫିସରୁ କଟକ […]

Vigilance-2

Vigilance-2

Tapas Behera
  • Published: Monday, 23 August 2021
  • Updated: 23 August 2021, 07:58 PM IST

Sports

Latest News

ଭଦ୍ରକ/ପାରାଦୀପ/କଟକ(ଓଡ଼ିଶା ରିପୋର୍ଟର):ଜଗତସିଂପୁର ଜିଲ୍ଲାର ବାବୁ ଭାୟାଙ୍କୁ ଏବେ ବସୁନ୍ଧରା ବିପଦ। ରାଜ୍ୟ ସରକାରଙ୍କ ବସୁନ୍ଧରା ଯୋଜନା ଜମି ଜାଲିଆତି ମାମଲାରେ ପଶିଲା ଭିଜିଲାନ୍ସ । ଘନ ଘନ ଚଢ଼ାଉ, ଲଗାତର ଖୋଳତାଡ଼ । ଜଗତସିଂପୁରର ତତ୍କାଳୀନ ଉପଜିଲ୍ଲାପାଳ ମହେନ୍ଦ୍ର ପ୍ରସାଦ ମହାନ୍ତିଙ୍କ ଭୁବନେଶ୍ୱର ସ୍ଥିତ ବାସଭବନ ଉପରେ ଚଢ଼ାଉ କରାଯାଇଛି। ସେହିପରି କୁଜଙ୍ଗର ତତ୍କାଳୀନ ତଥା ବର୍ତ୍ତମାନର ତିହିଡି ତହସିଲଦାର ରମେଶ ଚନ୍ଦ୍ର ପଣ୍ଡାଙ୍କ ଘର ଉପରେ ରେଡ୍‌ କରାଯାଇଛି। ରମେଶଙ୍କୁ ତିହିଡ଼ି ତହସିଲ ଅଫିସରୁ କଟକ ଉଠାଇ ଆଣିଛି ଭିଜିଲାନ୍ସ । ଏଭଳି ଜଣେ କି ଦୁଇ ଜଣ ଅଫିସର ନୁହଁନ୍ତି ୬ ଅଫିସରଙ୍କ ୯ଟି ଘରେ ଛାପା ମାରିଛି ଭିଜିଲାନ୍ସ । ସେମାନେ ହେଲେ ମହେନ୍ଦ୍ର ପ୍ରସାଦ ମହାନ୍ତି ଏବଂ ରମେଶ ଚନ୍ଦ୍ର ପଣ୍ଡାଙ୍କ ସମେତ ଝିମାଣିର ପୂର୍ବତନ RI ସନ୍ତୋଷ କୁମାର ମଲ୍ଲିକ, ପାରାଦୀପ ଗଡର ପୂର୍ବତନ RI ନରେନ୍ଦ୍ର କୁମାର ଲେଙ୍କା, କୁଜଙ୍ଗର ପୂର୍ବତନ

RI ସୁବାସ ଚନ୍ଦ୍ର ଦାସ, ପାଣ୍ଡୁଆ ପୂର୍ବତନ RI ଜ୍ୟୋତି ଭୂଷଣ ବାରିକ । ବସୁନ୍ଧରା ଯୋଜନାରେ ବହୁମୂଲ୍ୟ ଜମିର ଜାଲିଆତି ସମେତ ଏକାଧିକ ଅନିୟମିତତା ମାମଲାରେ କଟକ ଭିଜିଲାନ୍ସ ଟିମ୍ ସେମାନଙ୍କ ଘରେ ଚଢ଼ାଉ କରି ତହସିଲଦାର ରମେଶ ପଣ୍ଡା, ୩ ଜଣ ଆରଆଇ ଏବଂ ଜଣେ ପୂର୍ବତନ ଆରଆଇଙ୍କୁ  ଗିରଫ କରିଛି।

ବସୁନ୍ଧରା ଯୋଜନାରେ ପଟ୍ଟା ପାଇଁ ଯେ ଲାଞ୍ଚ କାରବାର ହୋଇଛି ତାନୁହେଁ ଜିଲ୍ଲାର ପାରାଦୀପଗଡ, ନିମିଢି, ରଙ୍ଗିଆଗଡ, ଗଣ୍ଡକିପୁର, ବାଲିଆ, ବରୁଣାକନ୍ଧା, ପିପଳ, ଫତେପୁର, ବଳରାମପୁର, ତାଳପଡା, ଖୁଂଟାଳ, ସାଇଲୋ ଆଦି ୮୧ଟି ମୌଜାର ସରକାରୀ ଜମିକୁ କବ୍ଜା କରିଛନ୍ତି ବଡ଼ବଡ଼ିଆ।  ଅଥଚ ଗରିବଙ୍କୁ ଭୂଇଁ ଚାଖଣ୍ଡେ ମିଳିପାରୁନି । ଏଭଳି ଜାଲିଆତି ପାଇଁ ଏବେ ଭିଜିଲାନ୍ସ ହାବୁଡ଼ରେ ପଡ଼ିଥିବା ତତ୍କାଳୀନ ଉପ ଜିଲ୍ଲାପାଳ ଓ କୁଜଙ୍ଗର ତତ୍କାଳୀନ ତହସିଲଦାରଙ୍କୁ ପୂର୍ବରୁ ସୋ କଜ୍ ବି ମାଗିଥିଲେ ଜିଲ୍ଲାପାଳ। ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ ବି ହୋଇଥିଲା । କିନ୍ତୁ କୁଜଙ୍ଗ ତହସିଲର ଜଣେ କିରାଣୀଙ୍କୁ ନିଲମ୍ବନ କରି ସମସ୍ତେ ନୀରବି ଯାଇଥିଲେ । ଏବେ ଜାଗି ଉଠିଛି ଭିଜିଲାନ୍ସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story