ଆଜିଠୁ ରାଜ୍ୟରେ ଗଡ଼ିଲା ସରକାରୀ ବସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠୁ ରାଜ୍ୟରେ ଗଡ଼ିଲା ସରକାରୀ ବସ୍‌। ସକାଳ ୬ଟାରୁ ରାଜ୍ୟରେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ-OSRTCର ବସ୍‌ଗୁଡ଼ିକ ନିଜର ଗନ୍ତବ୍ୟ ପଥରେ ଚଳାଚଳ ଆରମ୍ଭ କରିଛି। ପ୍ରାଥମିକ ପର୍ଯ୍ୟାୟରେ ୬୬ଟି ରୁଟ୍‌ରେ ବସ୍ ଚଳାଚଳ ଆରମ୍ଭ କରିବ ବୋଲି ବିଭାଗୀୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।  ରାଜଧାନୀ ଭୁବନେଶ୍ୱରରୁ ୨୨ଟି ସହରକୁ ୯୬ଟି ବସ୍ ଯାତ୍ରା ଆରମ୍ଭ କରିଛି । ଯେତିକି ସିଟ୍ ସେତିକି ଯାତ୍ରୀଙ୍କୁ ନେଇ ଚାଲୁଛି ବସ୍ । ତେବେ ସରକାରଙ୍କ […]

bus-1

bus-1

Niharika Rout
  • Published: Monday, 08 June 2020
  • Updated: 08 June 2020, 09:59 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠୁ ରାଜ୍ୟରେ ଗଡ଼ିଲା ସରକାରୀ ବସ୍‌। ସକାଳ ୬ଟାରୁ ରାଜ୍ୟରେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ-OSRTCର ବସ୍‌ଗୁଡ଼ିକ ନିଜର ଗନ୍ତବ୍ୟ ପଥରେ ଚଳାଚଳ ଆରମ୍ଭ କରିଛି।

ପ୍ରାଥମିକ ପର୍ଯ୍ୟାୟରେ ୬୬ଟି ରୁଟ୍‌ରେ ବସ୍ ଚଳାଚଳ ଆରମ୍ଭ କରିବ ବୋଲି ବିଭାଗୀୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।  ରାଜଧାନୀ ଭୁବନେଶ୍ୱରରୁ ୨୨ଟି ସହରକୁ ୯୬ଟି ବସ୍ ଯାତ୍ରା ଆରମ୍ଭ କରିଛି । ଯେତିକି ସିଟ୍ ସେତିକି ଯାତ୍ରୀଙ୍କୁ ନେଇ ଚାଲୁଛି ବସ୍ । ତେବେ ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁସାରେ କୌଣସି ଯାତ୍ରୀଙ୍କୁ ଛିଡ଼ା କରି ନିଆଯାଉନାହିଁ । ଜନସାଧାରଣ ଓ ବସ୍ କର୍ମଚାରୀଙ୍କ ସୁରକ୍ଷା ଦୃଷ୍ଟିରୁ ଯାତ୍ରା ବେଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ,  ଜନଜୀବନକୁ ସ୍ୱାଭାବିକ କରିବା ନିମନ୍ତେ ପୂର୍ବରୁ ଟ୍ରେନ୍‌, ବିମାନ, ମୋ ବସ୍ ସେବା ଆରମ୍ଭ ହୋଇଥିବା ବେଳେ ଆଜିଠୁ ରାଜ୍ୟର ବିଭିନ୍ନ ପ୍ରାନ୍ତକୁ ସରକାରୀ ବସ୍‌ ଗଡ଼ିବା ଆରମ୍ଭ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story