ଜଙ୍ଗଲ ଆଇନ୍ ଉଲ୍ଲଙ୍ଘନ ଲିଜ୍‌ଧାରୀଙ୍କୁ କାରଣ ଦର୍ଶାଅ ନୋଟିସ୍: ୨୯ ଶହ କୋଟି ଜରିମାନା ଆଦାୟ ଲାଗି ସରକାରଙ୍କ ଲକ୍ଷ୍ୟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବେଆଇନ ଖଣି ଲିଜ୍‌ଧାରୀଙ୍କୁ  କାରଣ ଦର୍ଶାଅ ନୋଟିସ୍। ଜଙ୍ଗଲ ଆଇନ ଓ କନସେଣ୍ଟ ଟୁ ଅପେରଟ୍ ସର୍ତ୍ତ ଉଲଘଂନ ଓ ଅନୁମତିଠାରୁ ଅଧିକ ଖଣିଜ ଉତ୍ତୋଳନ ଅଭିଯୋଗରେ ରାଜ୍ୟ ସରକାର ଏହି ନୋଟିସ୍  ଦେଇଛନ୍ତି।  ୧୦ ଦିନ ଭିତରେ ପକ୍ଷ ରଖିବା ଲାଗି ଲିଜ୍‌ଧାରୀଙ୍କୁ କୁହାଯାଇଛି। ଏହାକୁ ନେଇ ଲିଜଦାରୀଙ୍କଠାରୁ ପ୍ରାୟ ୨୯ଶହ କୋଟି ଟଙ୍କାର ଜରିମାନା ଆଦାୟ ଲାଗି ଲକ୍ଷ୍ୟ ରଖିଛନ୍ତି  ରାଜ୍ୟ ସରକାର।  ତେବେ ପୂର୍ବାଞ୍ଚଳ ଖଣି ମାଲିକ ସଂଘ […]

36002-fmmepgikus-1501658986

36002-fmmepgikus-1501658986

Rakesh Mallick
  • Published: Tuesday, 03 October 2017
  • Updated: 03 October 2017, 05:46 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବେଆଇନ ଖଣି ଲିଜ୍‌ଧାରୀଙ୍କୁ  କାରଣ ଦର୍ଶାଅ ନୋଟିସ୍। ଜଙ୍ଗଲ ଆଇନ ଓ କନସେଣ୍ଟ ଟୁ ଅପେରଟ୍ ସର୍ତ୍ତ ଉଲଘଂନ ଓ ଅନୁମତିଠାରୁ ଅଧିକ ଖଣିଜ ଉତ୍ତୋଳନ ଅଭିଯୋଗରେ ରାଜ୍ୟ ସରକାର ଏହି ନୋଟିସ୍  ଦେଇଛନ୍ତି।  ୧୦ ଦିନ ଭିତରେ ପକ୍ଷ ରଖିବା ଲାଗି ଲିଜ୍‌ଧାରୀଙ୍କୁ କୁହାଯାଇଛି। ଏହାକୁ ନେଇ ଲିଜଦାରୀଙ୍କଠାରୁ ପ୍ରାୟ ୨୯ଶହ କୋଟି ଟଙ୍କାର ଜରିମାନା ଆଦାୟ ଲାଗି ଲକ୍ଷ୍ୟ ରଖିଛନ୍ତି  ରାଜ୍ୟ ସରକାର।  ତେବେ ପୂର୍ବାଞ୍ଚଳ ଖଣି ମାଲିକ ସଂଘ ଏହାକୁ ନେଇ ଆପତ୍ତି ଉଠାଇଛି। ସୁପ୍ରିମକୋର୍ଟଙ୍କ ରାୟରେ ଏଭଳି ଫାଇନ ଆଦାୟ ନେଇ କିଛି କୁହାଯାଇ ନଥିବା ସଂଘ ଯୁକ୍ତି ବାଢିଛି।

ସେପଟେ ବେଆଇନ ଖଣି ଲିଜ୍‌ଧାରୀଙ୍କ ଠାରୁ ଫାଇନ ବାବଦକୁ ଆଦାୟ ହେବାକୁ ଥିବା ଅର୍ଥ ସ୍ପେସାଲ୍ ପର୍ପୋଜ୍ ଭେଇକିଲ୍ ମାଧ୍ୟମରେ ଖର୍ଚ୍ଚ କରିବାକୁ କୋର୍ଟ କହିଥିଲେ।  ସେ ବାବଦରେ ସୁପ୍ରିମକୋର୍ଟରେ ସତ୍ୟପଠ ଦାଖଲ କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ କୁହଯାଇଥିଲା। ଆଜି ଏନେଇ ସତ୍ୟାପଠ ଦାଖଲ କରାଯାଇଥିବା ଜଣାପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story