‘ଓଟିଭି’ ବିରୋଧରେ ଉଡ଼ା ଖବର ପ୍ରସାରଣ କରୁଛନ୍ତି ସରକାରୀ ପ୍ରୋତ୍ସାହିତ ଚାନେଲ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ଜନମାନସରେ ବିଭ୍ରାନ୍ତି ସୃଷ୍ଟି କରିବାର ପ୍ରୟାସ । ସରକାରୀ ପ୍ରୋତ୍ସାହିତ କିଛି ଚାନେଲର ଓଟିଭି ପକ୍ଷରୁ ହାଇକୋର୍ଟରେ ହୋଇଥିବା ଏକ ଆବେଦନକୁ କୋର୍ଟ ଅଗ୍ରାହ୍ୟ କରିଥିବା ନେଇ ଖବର ପ୍ରସାରିତ ହୋଇଛି । ତେବେ ବଡ଼ କଥା ହେଲା ଓଟିଭି ତରଫରୁ ସେଭଳି କୌଣସି ଆବେଦନ କରାଯାଇ ନାହିଁ । ତେଣୁ ନୋହିଲା ଖବରକୁ ହୋଇଲା କରି ଏକ ସ୍ପର୍ଶକାତର ପ୍ରସଙ୍ଗରେ ବାରମ୍ବାର ଏଭଳି ଖବର […]

otv

otv

Tapas Behera
  • Published: Tuesday, 29 September 2020
  • Updated: 29 September 2020, 08:28 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ଜନମାନସରେ ବିଭ୍ରାନ୍ତି ସୃଷ୍ଟି କରିବାର ପ୍ରୟାସ । ସରକାରୀ ପ୍ରୋତ୍ସାହିତ କିଛି ଚାନେଲର ଓଟିଭି ପକ୍ଷରୁ ହାଇକୋର୍ଟରେ ହୋଇଥିବା ଏକ ଆବେଦନକୁ କୋର୍ଟ ଅଗ୍ରାହ୍ୟ କରିଥିବା ନେଇ ଖବର ପ୍ରସାରିତ ହୋଇଛି । ତେବେ ବଡ଼ କଥା ହେଲା ଓଟିଭି ତରଫରୁ ସେଭଳି କୌଣସି ଆବେଦନ କରାଯାଇ ନାହିଁ । ତେଣୁ ନୋହିଲା ଖବରକୁ ହୋଇଲା କରି ଏକ ସ୍ପର୍ଶକାତର ପ୍ରସଙ୍ଗରେ ବାରମ୍ବାର ଏଭଳି ଖବର ପ୍ରସାରଣ ପଛର କାରଣ କଣ ତାକୁ ନେଇ ପ୍ରଶ୍ନ ଉଠିଛି।

ସରକାରୀ ପ୍ରୋତ୍ସାହିତ ଚ୍ୟାନେଲ ଗୁଡ଼ିକ କହିବା ଅନୁଯାୟୀ, ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା ସଂପର୍କିତ ଖବର ପ୍ରସାରଣ ଉପରେ ରୋକ୍ ଲଗାଇବାକୁ ଓଟିଭି କରିଥିବା ଆବେଦନକୁ ଅଗ୍ରାହ୍ୟ କରିଛନ୍ତି ହାଇକୋର୍ଟ।

ହେଲେ ଅସଲରେ ଏଭଳି କୌଣସି ଆବେଦନ ଓଟିଭି ପକ୍ଷରୁ ହୋଇନାହିଁ। ଅପରପକ୍ଷେ ମାମଲାର ଗୁରୁତ୍ୱକୁ ଦେଖି ସିବିଆଇ କିମ୍ବା ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ୱରେ ଗଠିତ ଏସ୍ଆଇଟି ଦ୍ୱାରା ଏହାର ତଦନ୍ତ ପାଇଁ ଆଇନଜୀବୀ ଗୌତମ ସିଦ୍ଦିକି ହାଇକୋର୍ଟରେ ଯେଉଁ ପିଆଇଏଲ୍ କରିଥିଲେ ତା ଉପରେ ଗତକାଲି ଶୁଣାଣି ହୋଇଥିଲା । ଯାହା ଉପରେ ଶୁଣାଣି ବେଳେ ରାଜ୍ୟ ସରକାର, ପୋଲିସ୍ ଡିଜି,ସିବିଆଇ, ଭୁବନେଶ୍ୱର ଡିସିପି ଏବଂ ଭୁବନେଶ୍ୱର ମହିଳା ଥାନା ଆଇଆଇସିଙ୍କୁ ଜବାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ମାମଲାର ଷ୍ଟାଟସ୍ ରିପୋର୍ଟ ବି ମାଗିଛନ୍ତି । ହେଲେ ପିଟିସନ୍‌ରେ କେଉଁଠି ବି ଓଟିଭିକୁ ପକ୍ଷଭୁକ୍ତ କରାଯାଇ ନାହିଁ । ଆବେଦନକାରୀ ଗୌତମ ସିଦ୍ଦିକି  ମଧ୍ୟ ଏହା ସ୍ପଷ୍ଟ କରିଛନ୍ତି।

ହେଲେ ଏଠି ପ୍ରଶ୍ନ ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା ସଂପର୍କିତ ଖବର ପ୍ରସାରଣ ଉପରେ ରୋକ୍ ଲଗାଇବାକୁ ଓଟିଭି ଯେ ହାଇକୋର୍ଟରେ ଆବେଦନ କରିଥିଲା, ସେଭଳି ଡାହା ମିଛ ଖବର ସରକାରୀ ପ୍ରୋତ୍ସାହିତ ଚ୍ୟାନେଲ୍ ପାଇଲେ କେଉଁଠୁ? ସୂତ୍ର କିଏ ? ତାର ଆଧାର କଣ? ନା ତିଳକୁ ତାଳ କରି ଯେନତେନ ପ୍ରକାରେ ଓଟିଭିର ଛବି ମଳିନ କରିବା ଷଡ଼ଯନ୍ତ୍ରର ଇଏ ଆଉ ଏକ ଫର୍ଦ୍ଦ? ପୂର୍ବରୁ ଗତ ୧୬ ତାରିଖରେ ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ମଧ୍ୟ ଆଉ ଏକ ଏକ ପିଆଇଏଲ୍ ଦାଖଲ ହୋଇଥିଲା। ଯେଉଁଥିରେ ଘଟଣାର ସିବିଆଇ ଦ୍ୱାରା ତଦନ୍ତ କରାଯିବା ସହ ପୀଡ଼ିତାଙ୍କୁ ୩୦ ଲକ୍ଷ ଟଙ୍କାର କ୍ଷତିପୂରଣ ପାଇଁ ଆବେଦନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story