ଗ୍ରାମବାସୀ ରୋକିଲେ ପୁରୀ ମେଡିକାଲ କଲେଜର ନିର୍ମାଣ

ପୁରୀ: ୪ ଦଫା ଦାବି ନେଇ ଆଜି ପ୍ରସ୍ତାବିତ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ଆଗରେ ପୁରୀ ବାଲିଗୁଆଳି ଗ୍ରାମବାସୀମାନେ ଧାରଣା ଦେଇଛନ୍ତି।  ଗାଁକୁ ରାସ୍ତା  ଡ୍ରେନେଜ ସୁବିଧା , ପୋଖରୀ ଓ ଶଶ୍ମାନ ପୁନରୁଦ୍ଧାର ଦାବି ପୂରଣ ହେବା ପର୍ଯ୍ୟନ୍ତ ମେଡିକାଲ କଲେଜ ନିର୍ମାଣ କରାଇ ଦିଆଯିବ ନାହିଁ ବୋଲି ଗାଁ ଲୋକମାନେ ଚେତାବନୀ ଦେଇଛନ୍ତି।  ଫଳରେ  ବାଲି ବୋଝେଇ ଟ୍ରକ୍ ନିର୍ମାଣ ସ୍ଥାନକୁ  ଯାଇ ନ ପାରି ଅଟକି ରହିଥିଲା। ଧାରଣା ଯୋଗୁଁ ନିର୍ମାଣ […]

adolana

adolana

Rakesh Mallick
  • Published: Saturday, 30 April 2016
  • Updated: 30 April 2016, 03:18 PM IST

Sports

Latest News

ପୁରୀ: ୪ ଦଫା ଦାବି ନେଇ ଆଜି ପ୍ରସ୍ତାବିତ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ଆଗରେ ପୁରୀ ବାଲିଗୁଆଳି ଗ୍ରାମବାସୀମାନେ ଧାରଣା ଦେଇଛନ୍ତି।  ଗାଁକୁ ରାସ୍ତା  ଡ୍ରେନେଜ ସୁବିଧା , ପୋଖରୀ ଓ ଶଶ୍ମାନ ପୁନରୁଦ୍ଧାର ଦାବି ପୂରଣ ହେବା ପର୍ଯ୍ୟନ୍ତ ମେଡିକାଲ କଲେଜ ନିର୍ମାଣ କରାଇ ଦିଆଯିବ ନାହିଁ ବୋଲି ଗାଁ ଲୋକମାନେ ଚେତାବନୀ ଦେଇଛନ୍ତି।  ଫଳରେ  ବାଲି ବୋଝେଇ ଟ୍ରକ୍ ନିର୍ମାଣ ସ୍ଥାନକୁ  ଯାଇ ନ ପାରି ଅଟକି ରହିଥିଲା। ଧାରଣା ଯୋଗୁଁ ନିର୍ମାଣ କାମ ଆଜି ସଂପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ପୁରୀ ସଦର ତହସିଲଦାର ଶୁଭାନନ୍ଦ ମହାପାତ୍ର ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ।

ଶୁଭାନନ୍ଦ କହିଛନ୍ତି, “ ସାତ ଦିନ ଭିତରେ ସମସ୍ୟାର  ସମାଧାନ କରାଯିବ। ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ନିର୍ମାଣ କାର୍ଯ୍ୟ କରୁଥିବା ଏଲ୍ ଆଣ୍ଡ ଟି କର୍ତ୍ତୃପକ୍ଷ ଓ ପ୍ରଶାସନିକ ଅଧିକାରୀଙ୍କ ସହ ଏ ନେଇ ଆଲୋଚନା କରିବି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story