ବେକାର ଯୁବକଙ୍କ ନାଁରେ ଆସିଲା ଜିଏସ୍‌ଟି ଠକେଇ

ରାଉରକେଲା (ପବନ ତିୱାରୀ): ପୁଣି ଷ୍ଟିଲ୍‌ସିଟି ରାଉରକେଲାରୁ ଆସିଛି GST ଫାଙ୍କି ଅଭିଯୋଗ। ଏଥର ମୋହରା ହୋଇଛନ୍ତି ଜଣେ ବେକାର ଯୁବକ। ଯିଏ ନିଜେ ବେକାର, କିନ୍ତୁ ତାଙ୍କ ନାଁରେ ହୋଇଛି ଲକ୍ଷ ଲକ୍ଷ ଟଙ୍କାର କାରବାର। ନୋଟିସ୍‌ ମୁତାବକ ଫେବ୍ରୁଆରୀ ୧୦ ତାରିଖରେ ହାଜର ହେବାକୁ କୁହାଯାଇଛି। ଜଗଦା ଅଞ୍ଚଳର ବିବେକ ଷଡଙ୍ଗୀ। ଜଣେ ଶିକ୍ଷିକ ବେକାର ଯୁବକ। ପୁଅ ପାଇଁ ଗୋଟିଏ ଚାକିରି ଖୋଜି ଦେବାକୁ ତାଙ୍କ ମାଆ ଜଣେ ବ୍ୟକ୍ତିଙ୍କୁ ସମସ୍ତ କାଗଜପତ୍ର […]

gst

gst

Manoranjan Sial
  • Published: Thursday, 28 January 2021
  • Updated: 28 January 2021, 04:41 PM IST

Sports

Latest News

ରାଉରକେଲା (ପବନ ତିୱାରୀ): ପୁଣି ଷ୍ଟିଲ୍‌ସିଟି ରାଉରକେଲାରୁ ଆସିଛି GST ଫାଙ୍କି ଅଭିଯୋଗ। ଏଥର ମୋହରା ହୋଇଛନ୍ତି ଜଣେ ବେକାର ଯୁବକ। ଯିଏ ନିଜେ ବେକାର, କିନ୍ତୁ ତାଙ୍କ ନାଁରେ ହୋଇଛି ଲକ୍ଷ ଲକ୍ଷ ଟଙ୍କାର କାରବାର। ନୋଟିସ୍‌ ମୁତାବକ ଫେବ୍ରୁଆରୀ ୧୦ ତାରିଖରେ ହାଜର ହେବାକୁ କୁହାଯାଇଛି।

ଜଗଦା ଅଞ୍ଚଳର ବିବେକ ଷଡଙ୍ଗୀ। ଜଣେ ଶିକ୍ଷିକ ବେକାର ଯୁବକ। ପୁଅ ପାଇଁ ଗୋଟିଏ ଚାକିରି ଖୋଜି ଦେବାକୁ ତାଙ୍କ ମାଆ ଜଣେ ବ୍ୟକ୍ତିଙ୍କୁ ସମସ୍ତ କାଗଜପତ୍ର ଦେଇଥିଲେ। ବ୍ୟକ୍ତି ଜଣକ ଚାକିରି ଦେଲେ କଣ? ସେହି କାଗଜପତ୍ର ଦେଇ ଭି.ଏସ୍‌ ଷ୍ଟିଲ୍‌ ନାଁରେ ଏକ କମ୍ପାନୀ ଖୋଲି ଦେଲେ। ଆଉ ବିବେକଙ୍କ ଅଜ୍ଞାତରେ ସେହି କମ୍ପାନୀରେ ଲକ୍ଷାଧିକ ଟଙ୍କା କାରବାର କରିଥିବା ଅଭିଯୋଗ ହୋଇଛି। ସେଥିପାଇଁ ଉଦିତ ନଗର ସ୍ଥିତ ଅର୍ବାନ-କୋ- ଅପରେଟିଭ ବ୍ୟାଙ୍କରୁ ତାଙ୍କୁ ନୋଟିସ୍ ହୋଇଥିଲା। ନୋଟିସ୍‌ ପାଇବା ପରେ ଆଜି ବିବେକ ହାଜର ହୋଇ ନିଜର ପକ୍ଷ ରଖିଛନ୍ତି। ସେପଟେ ଜିଏସ୍‌ଟି ବିଭାଗ ମଧ୍ୟ ନୋଟିସ୍‌ କରିଛି। ଫେବ୍ରୁଆରି ୧୦ ତାରିଖରେ ସିଭିଲ୍‌ ଟାଉନ୍‌ ସିପ୍‌ ସ୍ଥିତ GST ଅଫିସରେ ହାଜର ହେବାକୁ ନୋଟିସ୍‌ କରାଯାଇଛି।

କିଛି ଦିନ ତଳେ ସେହି ରାଉରକେଲାରେ ଜଣେ ପାମ୍ପଡ଼ ତିଆରି କରୁଥିବା ମହିଳାଙ୍କ ନାଁରେ ଆସିଥିଲା ଜିଏସ୍‌ଟି ଠକେଇ ଅଭିଯୋଗ। ମହିଳା ଜଣକ ପାମ୍ପଡ଼, ବଡି, ଆଦି ତିଆରି କରି ଘରକୁ ଘର ବୁଲି ବିକ୍ରି କରି ପରିବାର ଚଳାଉଛନ୍ତି। ନୋଟିସ ପାଇବା ପରେ ସେ ଜିଏସ୍‌ଟିରେ ହାଜର ହୋଇ ନିଜର ମତ ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story