ଦିନ ମଜୁରିଆଙ୍କ ନାଁରେ ଦେଢ଼ କୋଟି ଟଙ୍କାର ଜିଏସଟି ଠକେଇ

ପାରାଦୀପ (ରମାକାନ୍ତ ନାୟକ): ଜଣେ ଦିନ ମଜୁରିଆଙ୍କ ନାଁରେ ଆସିଛି ଦେଢ଼ କୋଟି ଟଙ୍କାର ଜିଏସଟି ଠକେଇ ଅଭିଯୋଗ। ଦିନ ମଜୁରିଆଙ୍କ ଫଟୋ ଆଇଡି ବ୍ୟବହାର କରାଯାଇ କେହି ଏଭଳି ଠକେଇ କରିଥିବା କୁହାଯାଉଛି। ପାରାଦୀପରେ ଏଭଳି ଏକ ବଡ଼ ଧରଣର GST ଠକେଇକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ମାଷ୍ଟରମାଇଣ୍ଡ ପାଖରେ ପହଞ୍ଚିବାକୁ ଉଦ୍ୟମ ଚଳାଇଛନ୍ତି ଏନଫୋର୍ସମେଣ୍ଟ ଅଧିକାରୀ। ପିତାମ୍ବରପୁର ଗାଁର ବିଜ୍ଞାନ ସ୍ୱାଇଁ ଦିନ ମଜୁରିଆ ଭାବେ କାମ କରନ୍ତି। ହେଲେ ତାଙ୍କ […]

gst-collection-

gst-collection-

Niharika Rout
  • Published: Saturday, 05 December 2020
  • Updated: 05 December 2020, 07:57 AM IST

Sports

Latest News

ପାରାଦୀପ (ରମାକାନ୍ତ ନାୟକ): ଜଣେ ଦିନ ମଜୁରିଆଙ୍କ ନାଁରେ ଆସିଛି ଦେଢ଼ କୋଟି ଟଙ୍କାର ଜିଏସଟି ଠକେଇ ଅଭିଯୋଗ। ଦିନ ମଜୁରିଆଙ୍କ ଫଟୋ ଆଇଡି ବ୍ୟବହାର କରାଯାଇ କେହି ଏଭଳି ଠକେଇ କରିଥିବା କୁହାଯାଉଛି। ପାରାଦୀପରେ ଏଭଳି ଏକ ବଡ଼ ଧରଣର GST ଠକେଇକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ମାଷ୍ଟରମାଇଣ୍ଡ ପାଖରେ ପହଞ୍ଚିବାକୁ ଉଦ୍ୟମ ଚଳାଇଛନ୍ତି ଏନଫୋର୍ସମେଣ୍ଟ ଅଧିକାରୀ।

ପିତାମ୍ବରପୁର ଗାଁର ବିଜ୍ଞାନ ସ୍ୱାଇଁ ଦିନ ମଜୁରିଆ ଭାବେ କାମ କରନ୍ତି। ହେଲେ ତାଙ୍କ ନାମରେ ପ୍ରାୟ ଦେଢ଼ କୋଟି ଟଙ୍କାର କେହି ଜିଏସଟି ଠକେଇ କରିଥିବା ଜଣାପଡିଛି। ଜିଏସଟି ଏନଫୋର୍ସମେଣ୍ଟ ଟିମ୍ ପ୍ରଥମେ ନୋଟିସ କରିବା ସହ ପରେ ତାଙ୍କ ଘରେ ପହଞ୍ଚି ଛାନଭିନ୍ କରିବା ପରେ ଘଟଣା ପଦାକୁ ଆସିଛି।

ବିଜ୍ଞାନଙ୍କ ନାଁରେ ଗତ ଅଗଷ୍ଟ ମାସରୁ ଏଯାଏ ହୋଇଛି ବ୍ୟବସାୟିକ କାରବାର। ମେସର୍ସ ଉର୍ଜା ଷ୍ଟିଲ ନାମରେ କମ୍ପାନୀ ଖୋଲାଯାଇ କରାଯାଇଛି ବ୍ୟବସାୟ। କମ୍ପାନୀ ମାଲିକଙ୍କ ଠିକଣା ପାରାଦୀପରେ ରହିଥିବା ବେଳେ ବ୍ୟବସାୟିକ କାରବାର ହୋଇଛି ଭୁବନେଶ୍ୱରରେ।

ଏଭଳି ଠକେଇରେ ୨ ଜଣ ହୋଇଛନ୍ତି ଶିକାର।  ଭୁବନେଶ୍ୱରର ବିଜୟ ବଡ଼ଜେନାଙ୍କୁ ଘର ମାଲିକ ଭାବେ ଦର୍ଶାଯାଇ ବିଜ୍ଞାନ ସ୍ୱାଇଁଙ୍କ ସହ କରାଯାଇଛି ଏଗ୍ରିମେଣ୍ଟ। ସେହିପରି ବିଜ୍ଞାନ ସ୍ୱାଇଁଙ୍କ ପାନ୍ କାର୍ଡ ଓ ଫଟୋ ବ୍ୟବହାର କରାଯାଇଛି।

ଏବେ ଦିନ ମଜୁରିଆ ବିଜ୍ଞାନ ମୁଣ୍ଡରେ ହାତ ଦେଇଥିବା ବେଳେ ମାଷ୍ଟରମାଇଣ୍ଡ ପାଖରେ ପହଞ୍ଚିବାକୁ ଉଦ୍ୟମ ଚଳାଇଥିବା କହିଛନ୍ତି ଏନଫୋର୍ସମେଣ୍ଟ ଅଧିକାରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story