କେମିତି ଚାହା ପିଇବେ ଆସିଲା ଗାଇଡ୍‌ଲାଇନ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖାଦ୍ୟ ବିକ୍ରୟକାରୀଙ୍କ ପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି। ରେଷ୍ଟୁରାଣ୍ଟ, ଢାବା, ରାସ୍ତାକଡ଼ ଠେଲା ଦୋକାନୀଙ୍କ ପାଇଁ ଗାଇଡଲାଇନ ଜାରି କରାଯାଇଛି। ହୋଟେଲରେ ଥିବା ଅତିଥିମାନଙ୍କ ପାଇଁ ରେଷ୍ଟୁରାଣ୍ଟ ଖୋଲିପାରିବ। ହୋଟେଲ/ରେଷ୍ଟୁରାଣ୍ଟ ବସାଇ ଖାଦ୍ୟ ଖୁଆଇ ପାରିବେନି। ପାର୍ସଲ ଦେବେ। ସେହିପରି ରାସ୍ତାକଡ଼ରେ ଥିବା ଢାବା ମଧ୍ୟ କେବଳ ଖାଦ୍ୟ ପାର୍ସଲ ଦେଇପାରିବେ। ରାସ୍ତାକଡ଼ ଜଳଖିଆ ଦୋକାନୀ, ଗୁପଚୁପ, ଚାଟ୍ କେବଳ ପାର୍ସଲ ଦେବେ। ସେହିପରି ଚା, ଲସି, ଜୁସ୍ ଦୋକାନ ମଧ୍ୟ କେବଳ ପାର୍ସଲ ଦେଇପାରିବେ।

ଆହୁରି ପଢ଼ନ୍ତୁ

ମୃତ୍ୟୁ ପୂର୍ବରୁ ଦୁଆର ମୁହଁରେ ପକାଇଦେଲା କୋଭିଡ୍‌ ଆମ୍ୱୁଲାନ୍ସ!

୮୩ ବର୍ଷ ବୃଦ୍ଧକୁ ପିଟି ପିଟି ଗୋଡ ହାତ ଭାଙ୍ଗିଦେଲା ପୁଲିସ  

କଟକରେ ଦୁର୍ଗା ପୂଜା, ସନ୍ଧ୍ୟା ୬ଟା ସୁଦ୍ଧା ବନ୍ଦ ରହିବ ଦୋକାନ ବଜାର !

ମଧୁମେହ କରୋନା ଆକ୍ରାନ୍ତଙ୍କୁ  ଏମିତି ପରାମର୍ଶ ଦେଲେ ଡାକ୍ତର ଅନୁଜ ବଳିୟାରସିଂହ

ପ୍ରଶାସନ ଶୁଣିଲାନି, ଜଙ୍ଗଲରୁ କାଠ ଆଣି  ପୋଲ ନିର୍ମାଣ କଲେ ଗ୍ରାମବାସୀ

ପୋଲ କରୁ ନାହାନ୍ତି ହେଲେ ତାର ଖୋଲିନେଲେ

ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧିକୁ ଶକ୍ତିମନ୍ତ୍ରୀଙ୍କ ସମର୍ଥନ

ଓଡ଼ିଶାରୁ ସୁରତ ଚାଲାଣ ହେଉଥିଲା ଗଞ୍ଜେଇ, ଧରିଲା କ୍ରାଇମବ୍ରାଞ୍ଚ

ସାପ କାମୁଡ଼ା ରୋଗୀଙ୍କୁ ମେଡିକାଲରେ ଝଡ଼ାଫୁଙ୍କା

ରାଜ୍ୟରେ କରୋନାରେ ସର୍ବାଧିକ ୧୬ ଜଣଙ୍କ ମୃତ୍ୟୁ, ସଂଖ୍ୟା ଟପିଲା ୭୫୦

ପୂର୍ବତନ ମନ୍ତ୍ରୀ ଶେଖ୍‌ ମତଲୁବ ଅଲ୍ଲୀଙ୍କ ପରଲୋକ

ଶିକାରୀ ଗୁଳିରେ ଆଖି ବୁଜିଲେ ଯୁବକ