ଶୀତ ପାଇଁ ଏମିତି ରୁହନ୍ତୁ ସତର୍କ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଅତ୍ୟଧିକ ଥଣ୍ଡା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ତେବେ ଶୀତ ଦିନ ପାଇଁ କ’ଣ କରିବେ, କିପରି ଭାବେ ସତର୍କ ରହିବେ ସେ ନେଇ ସତର୍କତା ଜାରି ହୋଇଛି। ୧- ବଢ଼ୁଥିବା ଶୀତକୁ ଦୃଷ୍ଟିରେ ରଖି, ଯଥା ସମ୍ଭବ ଘର ଭିତରେ ରୁହନ୍ତୁ ଏବଂ ଏକୁଟିଆ ରହୁଥିବା ବୟସ୍କ ବ୍ୟକ୍ତି ଓ ଶିଶୁଙ୍କ ପ୍ରତି ବିଶେଷ ଧାନ ରଖନ୍ତୁ । ୨- ଘରୁ ବାହାରକୁ […]

cold-1-12

cold-1-12

Tapaswini Nayak
  • Published: Tuesday, 31 December 2019
  • Updated: 31 December 2019, 11:42 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଅତ୍ୟଧିକ ଥଣ୍ଡା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ତେବେ ଶୀତ ଦିନ ପାଇଁ କ’ଣ କରିବେ, କିପରି ଭାବେ ସତର୍କ ରହିବେ ସେ ନେଇ ସତର୍କତା ଜାରି ହୋଇଛି।

୧- ବଢ଼ୁଥିବା ଶୀତକୁ ଦୃଷ୍ଟିରେ ରଖି, ଯଥା ସମ୍ଭବ ଘର ଭିତରେ ରୁହନ୍ତୁ ଏବଂ ଏକୁଟିଆ ରହୁଥିବା ବୟସ୍କ ବ୍ୟକ୍ତି ଓ ଶିଶୁଙ୍କ ପ୍ରତି ବିଶେଷ ଧାନ ରଖନ୍ତୁ ।
୨- ଘରୁ ବାହାରକୁ ବାହାରିଲେ, ସ୍ୱେଟର୍, ଟୋପି, ପାଦରେ ଜୋତା ମୋଜା ବ୍ୟବହାର କରନ୍ତୁ।
୩-ଜେନେରେଟର୍, କିରୋସିନ୍ ଲଣ୍ଠନ ଲଗାଇଲେ ଶୋଇବା ପୂର୍ବରୁ ବିଷାକ୍ତ ଧୂଆଁ ଘର ବାହାରକୁ ଯିବାର ବ୍ୟବସ୍ଥା କରନ୍ତୁ ।
୪- ରୋଷେଇ ସମୟରେ ଏବଂ ନିଆଁ ପୋଇବା ବେଳେ ଯଥେଷ୍ଟ ଧ୍ୟାନ ରଖନ୍ତୁ ।
୫-ଗରମ ଖାଦ୍ୟ ଖାଆନ୍ତୁ, ଉଷୁମ ପାଣି ପିଅନ୍ତୁ ।
୬-ଗୃହପାଳିତ, ପଶୁ, ପକ୍ଷୀଙ୍କୁ ରାତିରେ ବାହାରେ ରହିବାକୁ ଦିଅନ୍ତୁ ନାହିଁ।
୭-ଶୀତ ଯୋଗୁଁ ଅସୁସ୍ଥତା ଅନୁଭବ କଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।
-ଶୀତ ପ୍ରବାହ ଜାଣିବା ପାଇଁ ଗଣମାଧ୍ୟମରେ ଦିଆଯାଉଥିବା ସୂଚନା ପ୍ରତି ଧ୍ୟାନ ଦିଅନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story