ଗୁଣ୍ଡିଚା ମନ୍ଦିରରେ ଅଘଟଣ: କୂଅରେ ଖସି ପଡ଼ିଲେ ୩ ଜଣ

ପୁରୀ: ଗୁଣ୍ଡିଚା ମନ୍ଦିରରେ ଅଘଟଣ ଘଟିଛି। ମନ୍ଦିର ପରିସରରେ ଥିବା କୂଅରୁ ପାଣି କଢୁଥିବା ବେଳେ ୩ ଜଣ ଖସି ପଡ଼ିଥିଲେ। ସମସ୍ତଙ୍କୁ ଉଦ୍ଧାର କରାଯାଇଛି। ସେମାନେ ସାମାନ୍ୟ ଆହତ ଥିବା ଜଣାପଡିଛି।

puri

Rakesh Mallick
  • Published: Wednesday, 28 June 2017
  • , Updated: 28 June 2017, 10:56 PM IST

Related story