ଗୁଣିଗାରେଡ଼ି ସନ୍ଦେହରେ ୬ ଜଣଙ୍କୁ ହତ୍ୟା: କେନ୍ଦୁଝର ଜିଲ୍ଲାପାଳ ଓ ଏସପିଙ୍କୁ ନୋଟିସ୍ ପଠାଇଲେ ଜାତୀୟ ମାନବାଧିକାର କମିଶନ୍

ଭୁବନେଶ୍ୱର: କେନ୍ଦୁଝରର ମୁଣ୍ଡାସାହିରେ ଗୁଣିଗାରେଡି ସନ୍ଦେହରେ ଘଟିଥିବା ହତ୍ୟା ଘଟଣାରେ ଶୁକ୍ରବାର ଜାତୀୟ ମାନବାଧିକାର କମିଶନ୍ କେନ୍ଦୁଝର ଜିଲ୍ଲାପାଳ ଓ ଏସପିଙ୍କ ନିକଟକୁ ଏକ ନୋଟିସ୍ ପଠାଇଛନ୍ତି। ଆଉ ଦୁଇ ସପ୍ତାହ ମଧ୍ୟରେ ରିପୋର୍ଟ ଦେବା ପାଇଁ ଏହି ଦୁଇ ଅଧିକାରୀଙ୍କୁ କହିଛନ୍ତି। ବିଭିନ୍ନ ଗଣମାଧ୍ୟମରୁ ଘଟଣା ସଂପର୍କରେ ଜାଣି ଜାତୀୟ ମାନବାଧିକାର କମିଶନ ନିଜ ଆଡୁ ଏହି ନୋଟିସ୍ ପଠାଇଛନ୍ତି। ସୂଚନାଯୋଗ୍ୟ, ଜୁଲାଇ ୧୨ ତାରିଖରେ ଗୁଣିଗାରେଡି ସନ୍ଦେହରେ ମୁଣ୍ଡାସାହି ଗାଁର ଗୁରା ମୁଣ୍ଡା, ତାଙ୍କ […]

NationalHumanRightsCommission

Rakesh Mallick
  • Published: Friday, 24 July 2015
  • , Updated: 24 July 2015, 03:28 PM IST

ଭୁବନେଶ୍ୱର: କେନ୍ଦୁଝରର ମୁଣ୍ଡାସାହିରେ ଗୁଣିଗାରେଡି ସନ୍ଦେହରେ ଘଟିଥିବା ହତ୍ୟା ଘଟଣାରେ ଶୁକ୍ରବାର ଜାତୀୟ ମାନବାଧିକାର କମିଶନ୍ କେନ୍ଦୁଝର ଜିଲ୍ଲାପାଳ ଓ ଏସପିଙ୍କ ନିକଟକୁ ଏକ ନୋଟିସ୍ ପଠାଇଛନ୍ତି। ଆଉ ଦୁଇ ସପ୍ତାହ ମଧ୍ୟରେ ରିପୋର୍ଟ ଦେବା ପାଇଁ ଏହି ଦୁଇ ଅଧିକାରୀଙ୍କୁ କହିଛନ୍ତି। ବିଭିନ୍ନ ଗଣମାଧ୍ୟମରୁ ଘଟଣା ସଂପର୍କରେ ଜାଣି ଜାତୀୟ ମାନବାଧିକାର କମିଶନ ନିଜ ଆଡୁ ଏହି ନୋଟିସ୍ ପଠାଇଛନ୍ତି।

ସୂଚନାଯୋଗ୍ୟ, ଜୁଲାଇ ୧୨ ତାରିଖରେ ଗୁଣିଗାରେଡି ସନ୍ଦେହରେ ମୁଣ୍ଡାସାହି ଗାଁର ଗୁରା ମୁଣ୍ଡା, ତାଙ୍କ ସ୍ତ୍ରୀ, ଦୁଇ ଝିଅ ଓ ଦୁଇ ପୁଅଙ୍କୁ ଗ୍ରାମବାସୀ ସଂଘବଦ୍ଧ ଭାବେ ଆକ୍ରମଣ କରି ହତ୍ୟା କରି ଦେଇଥିଲେ।

Related story