ଗୁଣୁପୁର: କେରେବା ଆବାସିକ ବିଦ୍ୟାଳୟର ୩୬ ଛାତ୍ରୀ ଅସୁସ୍ଥ

ଗୁଣୁପୁର: ରାୟଗଡା ଜିଲ୍ଲା ବ୍ଲକ କେରେବା ଆବାସିକ ବିଦ୍ୟାଳୟର ୩୬ ଜଣ ଛାତ୍ରୀ ଖାଦ୍ୟ ବିଷାକ୍ତ ଯୋଗୁ ଗତ ମଧ୍ୟରାତ୍ରି ଠାରୁ ଅସୁସ୍ଥ ହୋଇପଡିଥିବା ଜଣାପଡିଛି। ଅସୁସ୍ଥ ଛାତ୍ରୀମାନଙ୍କୁ ପ୍ରଥମେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ସୁଧାର ନ ଆସିବାରୁ ସେମାନଙ୍କୁ ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟକୁ  ସ୍ଥାନାନ୍ତରିତ କରାଯାଇଛି। ଖବର ପାଇଁ  ଗୁଣୁପୁର  ଉପ ଜିଲ୍ଲାପାଳ ବସନ୍ତ କୁମାର ସାହୁ, ସମନ୍ନିତ ଆଦିବାସୀ ଉନ୍ନୟନ  ପ୍ରକଳ୍ପ ପ୍ରଶାସକ କରୁଣାକର ରାଇକା, ସହକାରୀ  […]

gunupur

gunupur

Rakesh Mallick
  • Published: Sunday, 30 August 2015
  • Updated: 30 August 2015, 09:16 AM IST

ଗୁଣୁପୁର: ରାୟଗଡା ଜିଲ୍ଲା ବ୍ଲକ କେରେବା ଆବାସିକ ବିଦ୍ୟାଳୟର ୩୬ ଜଣ ଛାତ୍ରୀ ଖାଦ୍ୟ ବିଷାକ୍ତ ଯୋଗୁ ଗତ ମଧ୍ୟରାତ୍ରି ଠାରୁ ଅସୁସ୍ଥ ହୋଇପଡିଥିବା ଜଣାପଡିଛି। ଅସୁସ୍ଥ ଛାତ୍ରୀମାନଙ୍କୁ ପ୍ରଥମେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ସୁଧାର ନ ଆସିବାରୁ ସେମାନଙ୍କୁ ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟକୁ  ସ୍ଥାନାନ୍ତରିତ କରାଯାଇଛି। ଖବର ପାଇଁ  ଗୁଣୁପୁର  ଉପ ଜିଲ୍ଲାପାଳ ବସନ୍ତ କୁମାର ସାହୁ, ସମନ୍ନିତ ଆଦିବାସୀ ଉନ୍ନୟନ  ପ୍ରକଳ୍ପ ପ୍ରଶାସକ କରୁଣାକର ରାଇକା, ସହକାରୀ  ଜିଲ୍ଲା ମଙ୍ଗଳ ଅଧିକାରୀ ସୀମାଞ୍ଚଳ ସାହୁ ପ୍ରମୁଖ ଚିକିତ୍ସାଳୟରେ ପହଞ୍ଚି ଅସୁସ୍ଥ ଛାତ୍ରୀମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି। ଜଗନ୍ନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ  ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟର ଏକ ଡାକ୍ତରୀଦଳ କେରେବା ଆବାସିକ ବିଦ୍ୟାଳୟକୁ ଯାଇ ଚିକିତ୍ସା ଛାତ୍ରୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ଗୁଣୁପୁର ଉପଖଣ୍ଡ ଚିକିତ୍ସାଧିକାରୀ ବିଶ୍ୱମ୍ବର ବେହେରା ସୂଚନା ଦେଇଛନ୍ତି। ଖାଦ୍ୟ  ବିଷାକ୍ତକରଣ ଯୋଗୁ ଏଭଳି ହୋଇଥିବା ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story