ଫେବୃଆରୀ ୬ ଯାଏଁ ହଜ୍‌ ଯାତ୍ରା ପାଇଁ ଦରଖାସ୍ତ ଗ୍ରହଣ ହେବ

ଭୁବନେଶ୍ୱର: ହଜ୍‌ ଯାତ୍ରା ପାଇଁ ଦରଖାସ୍ତ ଗ୍ରହଣ ଅବଧି ବୃଦ୍ଧି ପାଇଛି। ଫେବୃଆରୀ ୬ ତାରିଖ ପର୍ଯ୍ୟନ୍ତ ଦରଖାସ୍ତ ଆବେଦନ କରାଯାଇଛି। ଆଜି ଏପରି ନିଷ୍ପତ୍ତି ନେଇଛି ରାଜ୍ୟ ହଜ୍‌ କମିଟି। ଆଗରୁ ହଜ୍‌ ଯାତ୍ରା ପାଇଁ ଦରଖାସ୍ତ ଆବେଦନର ଶେଷ ତାରିଖ ଜାନୁଆରୀ ୨୪ ଥିଲା।

hujj

Rakesh Mallick
  • Published: Friday, 27 January 2017
  • , Updated: 27 January 2017, 05:51 PM IST

Related story