ସମବାୟ ଅଫିସ୍‌ରେ ଜଳିଗଲେ ସମିତି ସମ୍ପାଦକ

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଜୀବନ୍ତ ଜଳିଗଲେ ବ୍ରହ୍ମପୁର ସହର ଲୋଚାପଡ଼ା ସ୍ଥିତ ସେବା ସମିତି ସମ୍ପାଦକ ଜଗନ୍ନାଥ ପାତ୍ର। ଆଜି ଅପରାହ୍ନ ପ୍ରାୟ ୨ଟା ବେଳେ ଏହି ଅଘଟଣ ଘଟିଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ବିଦ୍ୟୁତ ସର୍ଟସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଲୋଚାପଡ଼ା ସ୍ଥିତ ସେବା ସମିତି ଲିମିଟେଡର ଡିପୋଜିଟ୍ କାଉଣ୍ଟରରେ ସମ୍ପାଦକ ଜଗନ୍ନାଥ ପାତ୍ର ବସିଥିଲେ। ଅପରାହ୍ନ ପ୍ରାୟ ୨ଟା ବେଳେ […]

b.pur

b.pur

Manoranjan Sial
  • Published: Thursday, 16 January 2020
  • Updated: 16 January 2020, 07:01 PM IST

Sports

Latest News

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଜୀବନ୍ତ ଜଳିଗଲେ ବ୍ରହ୍ମପୁର ସହର ଲୋଚାପଡ଼ା ସ୍ଥିତ ସେବା ସମିତି ସମ୍ପାଦକ ଜଗନ୍ନାଥ ପାତ୍ର। ଆଜି ଅପରାହ୍ନ ପ୍ରାୟ ୨ଟା ବେଳେ ଏହି ଅଘଟଣ ଘଟିଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ବିଦ୍ୟୁତ ସର୍ଟସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଲୋଚାପଡ଼ା ସ୍ଥିତ ସେବା ସମିତି ଲିମିଟେଡର ଡିପୋଜିଟ୍ କାଉଣ୍ଟରରେ ସମ୍ପାଦକ ଜଗନ୍ନାଥ ପାତ୍ର ବସିଥିଲେ। ଅପରାହ୍ନ ପ୍ରାୟ ୨ଟା ବେଳେ ସେ ଏକା ଅଫିସ୍‌ରେ ଥିଲେ। ଅନ୍ୟ କର୍ମଚାରୀମାନେ ଲଞ୍ଚ କରିବାକୁ ଯାଇଥିଲେ। ଏହି ସମୟରେ ଅଫିସ୍‌ରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକେ ଏ ସମ୍ପର୍କରେ ସମବାୟ ସମିତି କର୍ମଚାରୀ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଆଉ ଡିପୋଜିଟ୍ କାଉଣ୍ଟରରୁ ଜଗନ୍ନାଥ ପାତ୍ରଙ୍କ ଦଗ୍ଧ ମୃତଦେହ ଉଦ୍ଧାର କରିଥିଲେ।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ସାଇଣ୍ଟିଫିକ୍‌ ଟିମ୍‌ ମାଧ୍ୟମରେ ତଦନ୍ତ ଆରମ୍ଭ କରିଛି। ହେଲେ ଏପର୍ଯ୍ୟନ୍ତ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନାହିଁ। ପ୍ରାଥମିକ ତଦନ୍ତରୁ ବିଦ୍ୟୁତ୍‌ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story