ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର 

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ନିକିରାଇ ଥାନା ଘିଘିଡ଼ିଆ ଗାଁରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର  କରାଯାଇଛି। ମୃତକ ଜଣଙ୍କ ହେଲେ ଗାଁର ସୂର୍ଯ୍ୟକାନ୍ତ ଦାସ। ସେ ଦିଲ୍ଲୀରେ ପାଣି ପାଇପ୍ ମିସ୍ତ୍ରୀ ଭାବେ କାମ କରୁଥିଲେ। ଗତକାଲି ଦିଲ୍ଲୀରୁ ଗାଁକୁ ଆସିଥିଲେ। ଆଜି ସକାଳେ ଗାଁର ଏକ ପୋଖରୀ ନିକଟରୁ ସୂର୍ଯ୍ୟକାନ୍ତଙ୍କ ମୃତଦେହ ମିଳିଥିଲା। ମୃତ୍ୟୁର କାରଣ ସ୍ପଷ୍ଟ  ହୋଇନାହିଁ।

aaa

Rakesh Mallick
  • Published: Sunday, 09 April 2017
  • , Updated: 09 April 2017, 12:54 PM IST

Related story