ହାର୍ଡକୋର ମାଓବାଦୀ ଆଇଟୁର ଆତ୍ମସମର୍ପଣ

ମାଲକାନଗିରି: ଆତ୍ମସମର୍ପଣ କରିଛି ହାର୍ଡକୋର ମାଓବାଦୀ ଆଇଟୁ। ହାଇଦ୍ରାବାଦ ପୋଲିସ୍ ନିକଟରେ ସେ ଶୁକ୍ରବାର ଆତ୍ମସମର୍ପଣ କରିଛି। ଆନ୍ଧ୍ରପ୍ରଦେଶ, ତେଲେଙ୍ଗ।ନା, ଛତିଶଗଡ଼ରେ ଆଇଟୁ ସକ୍ରିୟ ଥିଲା। ଦୀର୍ଘ ୨୦ବର୍ଷ ଧରି ସେ ମାଓ ସଂଗଠନ ସହ ଜଡିତ ଥିଲା । ଆଇଟୁ ନାଁରେ ୭୦ରୁ ଅଧିକ ଅପରାଧିକ ମାମଲା ରହିଛି। ଆଇଟୁ ଉପରେ ୫୦ଲକ୍ଷ ଟଙ୍କ।ର ପୁରସ୍କାର ରାଶି ଘୋଷଣା କରାଯାଇଥିଲା।

mao

Rakesh Mallick
  • Published: Friday, 20 November 2015
  • , Updated: 20 November 2015, 11:16 AM IST

Related story