ରାଜଧାନୀରେ ହାର୍ଟ ବ୍ରେକ୍‌ ଲଭ୍‌ ଷ୍ଟୋରୀ: ପ୍ରେମିକ ଚିତ୍କାର କରୁଥିଲା, କିନ୍ତୁ ପ୍ରେମିକା ବାଛି ନେଇଥିଲା ଶେଷ ରାସ୍ତା

ଭୁବନେଶ୍ୱର: (ଓଡ଼ିଶା ରିପୋର୍ଟର):ପ୍ରେମ ପାଇଁ ମଣିଷ କିଛି ବି କରିପାରେ। ଏହି ପ୍ରେମକୁ ନେଇ କେତେ କାହାଣୀ ଓ କେତେ କଥା ରହିଛି। ହେଲେ ଏହି ଭଲ ପାଇବାକୁ ନେଇ ଆଜି ଏମିତି ଏକ ଘଟଣା ଘଟିଛି ଯାହା ଶୁଣିଲେ ଆପଣ ବି ଚମକି ପଡ଼ିବେ। ଗୋଟିଏ ପଟେ ଚିତ୍କାର କରୁଥିଲା ପ୍ରେମିକ। ପ୍ରେମିକା ଘରେ ଆଗରେ କେତେବେଳେ ମୁଣ୍ଡ ପିଟି ଅଧୀର ହୋଇ ଯାଉଥିଲା ତ’ ପୁଣି କେତେ ବେଳେ ପ୍ରେମିକା ଉପରେ ରାଗି ଉତ୍ତ୍ୟକ୍ତ […]

h-9081

h-9081

Tapas Behera
  • Published: Thursday, 02 January 2020
  • Updated: 02 January 2020, 10:38 PM IST

ଭୁବନେଶ୍ୱର: (ଓଡ଼ିଶା ରିପୋର୍ଟର):ପ୍ରେମ ପାଇଁ ମଣିଷ କିଛି ବି କରିପାରେ। ଏହି ପ୍ରେମକୁ ନେଇ କେତେ କାହାଣୀ ଓ କେତେ କଥା ରହିଛି। ହେଲେ ଏହି ଭଲ ପାଇବାକୁ ନେଇ ଆଜି ଏମିତି ଏକ ଘଟଣା ଘଟିଛି ଯାହା ଶୁଣିଲେ ଆପଣ ବି ଚମକି ପଡ଼ିବେ। ଗୋଟିଏ ପଟେ ଚିତ୍କାର କରୁଥିଲା ପ୍ରେମିକ। ପ୍ରେମିକା ଘରେ ଆଗରେ କେତେବେଳେ ମୁଣ୍ଡ ପିଟି ଅଧୀର ହୋଇ ଯାଉଥିଲା ତ’ ପୁଣି କେତେ ବେଳେ ପ୍ରେମିକା ଉପରେ ରାଗି ଉତ୍ତ୍ୟକ୍ତ ହୋଇ ପଡ଼ୁଥିଲା। ହେଲେ ଉଭୟଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଝଡ଼ ଯେ ଏହାରି ଭିତରେ କେତେ ବେଳେ ଭୟଙ୍କର ହୋଇ ଯମ ରୂପ ଧାରଣ କରି ସାରିଛି ତାହା ପ୍ରେମିକକୁ ଜଣା ନଥିଲା।

ଯେଉଁ ପ୍ରେମିକାକୁ ପାଇବା ପାଇଁ ସେ ଚିତ୍କାର କରୁଥିଲା ସେ ଯେ, ଆଉ ଏ ଦୁନିଆରେ ନଥିଲା ତାକୁ ଜଣା ନଥିଲା। ଶେଷରେ ପ୍ରେମିକାର ଝୁଲନ୍ତା ଦେହ ହିଁ ଦେଖିବାକୁ ମିଳିଥିଲା। ଏମିତି ଏକ ଅଭାବନୀୟ ଘଟଣା ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମଳିଥିଲା। ଆଜି ଇନଫୋସିଟି ଅଞ୍ଚଳର ଏକ ଭଡ଼ା ଘରୁ ଝୁଲନ୍ତା ଅବସ୍ଥାରେ ଜଣେ ଘରୋଇ ଇଞ୍ଜିନିୟରିଂ କଲେଜ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ ଉଭୟ ପ୍ରେମିକ-ପ୍ରେମିକାଙ୍କ ମଧ୍ୟରେ ପ୍ରେମ ସମ୍ପର୍କକୁ ନେଇ କଳହ ସୃଷ୍ଟି ହୋଇଥିଲା। ତେବେ ଫୋନ୍ ନ ଉଠାଇବାରୁ ଘର ସାମ୍ନାରେ ଆସି ହଙ୍ଗାମା କରିଥିଲେ ପୁରୁଷ ବନ୍ଧୁ। ହେଲେ ବହୁ ସମୟ ପରେ ଜଣାପଡ଼ିଥିଲା ଯେ, ଯୁବତୀ ଜଣକ ଆଉ ନାହାନ୍ତି। ସମ୍ପୃକ୍ତ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା। ପ୍ରେମ ବ୍ୟାପାରାକୁ ନେଇ ଛାତ୍ରୀଙ୍କ ଆତ୍ମହତ୍ୟା ସନ୍ଦେହ କରାଯାଉଛି। ପୁଲିସ ବୟଫ୍ରେଣ୍ଡକୁ  ଅଟକ ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story