ସପ୍ତାହକ ମଧ୍ୟରେ ୪୦ ଟପିବ

Ordigital Desk
  • Published: Tuesday, 27 February 2018
  • , Updated: 27 February 2018, 10:21 AM IST
<p>ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର):ମାର୍ଚ୍ଚ ଆରମ୍ଭ ନ ହେଉଣୁ ବଢ଼ିଲାଣି ତାତି। ଆଗକୁ ପାରଦ ଆହୁରି ବଢ଼ିବାର ସମ୍ଭାବନା ରହିଛି। ବର୍ତ୍ତମାନ ଦକ୍ଷିଣ ଦିଗରୁ ପବନ ପ୍ରବାହିତ ହେଉଥିବାରୁ ତାତି ବଢିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ କେନ୍ଦ୍ର।&nbsp; କେବଳ ସେତିକି ନୁହଁ, ଆସନ୍ତା ସପ୍ତାହେ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀକୁ ଟପିବ ବୋଲି ପାଣିପାଗ ବିଭାଗ ଆଶଙ୍କା କରିଛି।</p>

Related story