ରାଜ୍ୟରେ ହିଟ୍ ୱେଭ୍ କଣ୍ଡିସନ୍ ଜାରି: ୪ରୁ ୫ଡିଗ୍ରୀ ବଢ଼ିବ ତାପମାତ୍ରା

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ମାର୍ଚ୍ଚ ନ ସରୁଣୁ ରାଜ୍ୟରେ ଅସହ୍ୟ ତାତି। ଦିନ ୧୧ଟା ନ ହେଉଣୁ ଝାଞ୍ଜି ମାଡ଼ ହେଉଛି। ଗତକାଲି ଟିଟିଲାଗଡ଼ରେ ରାଜ୍ୟର ସର୍ବାଧିକ ତାପମାତ୍ରା ୪୧.୫ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ତାପମାତ୍ରା ବୃଦ୍ଧିକୁ ଦେଖି ପାଣିପାଗ ବିଭାଗ ପକ୍ଷରୁ ସାରା ରାଜ୍ୟରେ ହିଟ୍ ୱେଭ୍ କଣ୍ଡିସନ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତାକାଲି ଏବଂ ୩୦ ତାରିଖରେ ତାପମାତ୍ରା ସ୍ୱଭାବିକଠାରୁ ଆହୁରି ୪-୫ ଡିଗ୍ରୀ ବୃଦ୍ଧି ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି।

ଆସନ୍ତା ୩୧ ତାରିଖ ପରେ ପାଣିପାଗରେ ପରିବର୍ତ୍ତନ ହେବା ସମ୍ଭାବନା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Ordigital Desk
• Published: Wednesday, 28 March 2018
• Updated: 28 March 2018, 09:55 AM IST

Sports

Latest News

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ମାର୍ଚ୍ଚ ନ ସରୁଣୁ ରାଜ୍ୟରେ ଅସହ୍ୟ ତାତି। ଦିନ ୧୧ଟା ନ ହେଉଣୁ ଝାଞ୍ଜି ମାଡ଼ ହେଉଛି। ଗତକାଲି ଟିଟିଲାଗଡ଼ରେ ରାଜ୍ୟର ସର୍ବାଧିକ ତାପମାତ୍ରା ୪୧.୫ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ତାପମାତ୍ରା ବୃଦ୍ଧିକୁ ଦେଖି ପାଣିପାଗ ବିଭାଗ ପକ୍ଷରୁ ସାରା ରାଜ୍ୟରେ ହିଟ୍ ୱେଭ୍ କଣ୍ଡିସନ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତାକାଲି ଏବଂ ୩୦ ତାରିଖରେ ତାପମାତ୍ରା ସ୍ୱଭାବିକଠାରୁ ଆହୁରି ୪-୫ ଡିଗ୍ରୀ ବୃଦ୍ଧି ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି।

ଆସନ୍ତା ୩୧ ତାରିଖ ପରେ ପାଣିପାଗରେ ପରିବର୍ତ୍ତନ ହେବା ସମ୍ଭାବନା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos