କୋହଲା ପାଗ ଆଉ ଦୁଇ ଦିନ; ୨୨ରୁ ବଢ଼ିବ ତାତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କିଛି ଦିନ ହେଲା ରାଜ୍ୟର ବିଭିନ୍ନ ସ୍ଥାନରେ କୋହଲା ପାଗ ରହିବା ସହିତ କାଳବୈଶାଖୀ ହେଉଛି। ତେବେ ଏ ଅବସ୍ଥା ଆଉ ଦୁଇ ଦିନ ରହିବ। ତା’ପର ଠାରୁ ତାତି ବଢ଼ିବ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ଯେ ୨୨ ତାରିଖଠାରୁ ରାଜ୍ୟରେ ତାପମାତ୍ର ବଢ଼ିବ। କିଛି ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ବି ରହିବ। ପାଣିପାଗ କେନ୍ଦ୍ର ପକ୍ଷରୁ ଆହୁରି କୁହାଯାଇଛି, ଆଜି ଓ ଆସନ୍ତାକାଲି (୨୦ […]

tempt

tempt

Jitendra Garnayak
  • Published: Wednesday, 20 March 2019
  • Updated: 20 March 2019, 11:30 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କିଛି ଦିନ ହେଲା ରାଜ୍ୟର ବିଭିନ୍ନ ସ୍ଥାନରେ କୋହଲା ପାଗ ରହିବା ସହିତ କାଳବୈଶାଖୀ ହେଉଛି। ତେବେ ଏ ଅବସ୍ଥା ଆଉ ଦୁଇ ଦିନ ରହିବ। ତା’ପର ଠାରୁ ତାତି ବଢ଼ିବ।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ଯେ ୨୨ ତାରିଖଠାରୁ ରାଜ୍ୟରେ ତାପମାତ୍ର ବଢ଼ିବ। କିଛି ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ବି ରହିବ।

ପାଣିପାଗ କେନ୍ଦ୍ର ପକ୍ଷରୁ ଆହୁରି କୁହାଯାଇଛି, ଆଜି ଓ ଆସନ୍ତାକାଲି (୨୦ ଓ ୨୧ତାରିଖ) ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି ଭଳି କିଛି ଜିଲ୍ଲାରେ ଝଡ଼ବର୍ଷା ହୋଇପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story