ମାଳ ମାଳ ଶବ ଗନ୍ଧ ସମ୍ଭାଳି ହେଉନି , ଅଭିଯୋଗ କଲେ ଲୋକେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ପହଞ୍ଚିଲା ସତ୍ୟ ନଗର ଶ୍ମଶାନ ପ୍ରସଙ୍ଗ।  ଦିନକୁ ୩୦ରୁ ୪୦ କୋଭିଡ୍ ମୃତକଙ୍କ ଦାହ ସଂସ୍କାର ହେଉଥିବା ଅଭିଯୋଗ ସହ ଧୂଆଁ ଓ ପାଉଁଶରେ ସ୍ଥାନୀୟ ଲୋକେ ଅତିଷ୍ଠ ହେଲେଣି ବୋଲି ଅଭିଯୋଗ ହୋଇଛି । ଏଠାରେ ବିଦ୍ୟୁତ ଚୁଲା ଦୀର୍ଘଦିନ ହେବ ଅଚଳ ଥିବାରୁ ବାହାରେ ଶବ ଦାହ କରାଯାଉଛି  । ଫଳରେ ସ୍ଥାନୀୟ ଅଞ୍ଚଳର ବରିଷ୍ଠ ନାଗରିକମାନେ ଅସୁବିଧାର ସମ୍ମୁଖିନ ହେଉଛନ୍ତି।  ଏଭଳି ଅଭିଯୋଗ ନେଇ […]

6790

6790

Tapas Behera
  • Published: Monday, 12 October 2020
  • Updated: 13 October 2020, 03:05 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ପହଞ୍ଚିଲା ସତ୍ୟ ନଗର ଶ୍ମଶାନ ପ୍ରସଙ୍ଗ।  ଦିନକୁ ୩୦ରୁ ୪୦ କୋଭିଡ୍ ମୃତକଙ୍କ ଦାହ ସଂସ୍କାର ହେଉଥିବା ଅଭିଯୋଗ ସହ ଧୂଆଁ ଓ ପାଉଁଶରେ ସ୍ଥାନୀୟ ଲୋକେ ଅତିଷ୍ଠ ହେଲେଣି ବୋଲି ଅଭିଯୋଗ ହୋଇଛି । ଏଠାରେ ବିଦ୍ୟୁତ ଚୁଲା ଦୀର୍ଘଦିନ ହେବ ଅଚଳ ଥିବାରୁ ବାହାରେ ଶବ ଦାହ କରାଯାଉଛି  । ଫଳରେ ସ୍ଥାନୀୟ ଅଞ୍ଚଳର ବରିଷ୍ଠ ନାଗରିକମାନେ ଅସୁବିଧାର ସମ୍ମୁଖିନ ହେଉଛନ୍ତି।  ଏଭଳି ଅଭିଯୋଗ ନେଇ ମାନବାଧିକାର କମିଶନଙ୍କୁ ଭେଟିଛି ସାମାଜିକ ସଂଗଠନ ସତ୍ୟନଗର ଲେଡିଜ୍ ଫୋରମ୍ ।

ପୂର୍ବରୁ କଂଗ୍ରେସ ନେତା ମାନସ ଚୌଧୁରୀ ସତ୍ୟନଗର ଶ୍ମଶାନର ଦୃଶ୍ୟକୁ ଟ୍ୱିଟ୍ କରି ଦିନକୁ କେତେ କୋଭିଡ୍ ମୃତକଙ୍କ ସଂସ୍କାର କରାଯାଉଛି ବୋଲି ପ୍ରଶ୍ନ କରିଥିଲେ।  ତେବେ ସତ୍ୟନଗର ସାମାଜିକ ସଂଗଠନର ଅଭିଯୋଗ ଉପରେ ବିଏମ୍ସି କମିଶନର କହିଛନ୍ତି ମୃତଦେହ ଦାହ ସଂଖ୍ୟା ବଢିଛି  । ପୁରୀ ସ୍ୱର୍ଗଦ୍ୱାର ଓ ଅନ୍ୟ ଜିଲ୍ଲାର ମୃତଦେହ ଆସୁଥିବାରୁ ସମସ୍ୟା ଦେଖା ଦେଇଛି । ତେବେ ରାଜଧାନୀରେ ଆଉ ଦୁଇଟି ସ୍ଥାନ ପଟିଆ ଏବଂ ଖଣ୍ଡଗିରିରେ ମୃତଦେହ ସଂସ୍କାର ବ୍ୟବସ୍ଥା କରାଯାଉଛି।  ଏହାଛଡ଼ା ସତ୍ୟନଗରେ ବିଦ୍ୟୁତ୍‌ ଚୁଲା କାର୍ଯ୍ୟକ୍ଷମ ହୋଇଥିବା ମଧ୍ୟ ସେ ସୂଚନା ଦେଇଛନ୍ତି  ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story