ବିଭିନ୍ନ ସ୍ଥାନରେ ହେଭିୱେଟଙ୍କ ମତଦାନ, ଦେଖନ୍ତୁ କିଛି ଫଟୋ

pratap
ବିଜେପିର ବାଲେଶ୍ୱର ଲୋକସଭା ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀ ଭୋଟ୍ ଦେବାକୁ ଧାଡ଼ିରେ ଛିଡ଼ା ହୋଇଛନ୍ତି।
sarojini
ବିଜେଡିର ବାରିପଦା ପ୍ରାର୍ଥୀ ସରୋଜିନୀ ହେମ୍ବ୍ରମ
bishnu
ବିଜେଡିର ତିର୍ତ୍ତୋଲ ପ୍ରାର୍ଥୀ ବିଷ୍ଣୁ ଦାସ
rajashree
ବିଜେଡିର ଜଗତସିଂହପୁର ଲୋକସଭା ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକ
anantadas
ବିଜେଡିର ଭୋଗରାଇ ପ୍ରାର୍ଥୀ ଅନନ୍ତ ଦାସ
babi
ବିଜେଡିର ଯାଜପୁର ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ
basta
ବିଜେପିର ବସ୍ତା ପ୍ରାର୍ଥୀ ରଘୁନାଥ ମହାନ୍ତି
praffulla
ବିଜେଡି ଉପ-ସଭାପତି ତଥା ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ ଘଡ଼େଇ
dama
ବିଜେପିର ବାଲିକୁଦା-ଏରସମା ବିଧାୟକ ପ୍ରାର୍ଥୀ ଦାମୋଦର ରାଉତ

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।